by Paramita Mishra ✓ · 29 Jan 2018
ସବୁ ବଣ୍ଟା ସରିଲା । ନଣନ୍ଦ ମାନେ ନିଜନିଜ ଭାଗ ବାନ୍ଧି ଅଲଗା ରଖିନେଲେ । ମୁଁ ଭାବୁଥିଲି ରାତିଖିଆରେ ଆମ୍ବ ଖୋଲା ହେଲେ ମତେ ନିଶ୍ଚୟ ଦେବେ ।
Loading comments…
Loading comments…