by Suchismita Sahoo ✓ · 14 May 2021
ଶାନ୍ତି ମାଉସୀ ଆଉ ମଉସାଙ୍କ ଜୀବନରେ ଝିଅର ଅଭାବକୁ ଦୂର କରି ତାଙ୍କ ଘରକୁ ଗୋଟେ ଖୁସିର ମହଲରେ ପରିବର୍ତ୍ତନ କରିବାକୁ, ତୁ ତାଙ୍କୁ କଥା ଦେଇଥିଲୁ। ଏବେ କହ, ସେ କଥା ଭାଙ୍ଗି ତୁ ମଉସାଙ୍କୁ ଜେଲରେ ପୁରାଇ ପାରିବୁ? ଫାଶୀ ଖୁଣ୍ଟରେ ଝୁଲାଇ ପାରି
Loading comments…
Loading comments…