by Sunanda Mohanty ✓ · 12 Jul 2022
ତୁମେ ଯେବେ ବିଜେ ଆଡ଼ପ ବେଦୀରେ ଭକ୍ତ ଓଜନ ହିସାବ ତୁମ ହୃଦ ତଟରେ ତୁମେ ଯେବେ ହୁଅ ପହଣ୍ଡି ଥରେ ଥରେ କଳାବଦନ ହାହିଆ ହଲେଇ ଆସେ ଧୀରେ
Loading comments…
Loading comments…