by shibaram dalai ✓ · 29 Jul 2019
ଅଳ୍ପ କିଛି ସମୟ ଭିତରେ ସ୍କୁଲ ପିଅନ ମଥୁରା ଆସି ରମେଶ ସାରଙ୍କୁ କହିଲା ସାର ଆପଣ ଯୋଉଟା କରୁଛନ୍ତି ତାହା ଠିକ ନୁହେଁ ।ସାର ସେ ଗୋଟେ ଉଆଁସୀ କନ୍ୟା ।ଜନ୍ମରୁ ତା ମାଆକୁ ଖାଇଛି ,ଆଉ ଦୁଇ ଦୁଇଟା ବାହାଘର ଜୁଟେଇ ଥିଲି ଯେ ଜଣେ ବାହା ହେବାକୁ ଆସୁ ଆସୁ ଅଧା ବାଟରେ ଦୁର୍ଘଟଣାରେ ପ୍ରାଣ ହରାଇଲା !
Loading comments…
Loading comments…