Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଉଆଁସୀ
5 storys
ଉଆଁସୀ କନ୍ୟା
Prasant Kumar Nath · 3 min read · 7.5K reads
ପ୍ରେମ କରି ବିବାହ କରୁଥିବା ଝିଅ ମାନଙ୍କ ଭିତରେ କଣ କେହି ଉଆଁସୀ କନ୍ୟା ନାହାନ୍ତି ?
Inspirational
ପରୀର କଥା
Dipti lekha Mishra · 4 min read · 254 reads
ପରୀ ପୁଣି ପ୍ରଶ୍ନ କଲା ବୋଉ ସତ କହ ଭାଉଜ ତୋ ଉପରେ ଏତେ ରାଗୁଛନ୍ତି କଣ ପାଇଁ ?ମୁଁ ଜାଣିବାରେ ଭାଉଜ ତ ଏମିତି ଏତେ ବି ଖରାପ ନୁହଁନ୍ତି ।
Drama
ଉଆଁସୀ କନ୍ୟା
Aminilu Ray · 4 min read · 550 reads
ଏ ମୋ ଭଉଣୀ । ଆଜିକୁ ଦଶ ବର୍ଷ ହେଲା ସେ ତା ସ୍ୱାମୀ ଓ ପିଲାଙ୍କ ସହ ଦିଲ୍ଲୀରେ ରହୁଛି । ଆଉ ଏଇ ଲିଜାର ଜନ୍ମ ବି ତୁମ ପରି ଅମାବାସ୍ୟାରେ ହୋଇଥିଲା ।
Inspirational
ଅହ୍ୟ ସୁଲକ୍ଷଣୀ
Rozalini Mishra · 3 min read · 445 reads
ସାହିର ସ୍ତ୍ରୀ ଲୋକମାନେ ଗୋଟିଏ ଗୋଟିଏ ଆସି ପାଦ ଛୁଇଁ ମୁଣ୍ଡିଆ ମାରୁଛନ୍ତି ହୃଦଘାତରେ ମରି ଯାଇଥିବା ଗୋଟେ ଅଲକ୍ଷଣୀର । ରଘୁଆ ମା ' କହୁଛି , ଆହା... କେଡ଼େ ଲକ୍ଷ୍ମୀବନ୍ତ ଝିଅଟି ! ଆଜି ଦୁର୍ଗାଷ୍ଟମୀ ପରା ଦିନରେ ହାତରେ ଶଙ୍ଖା ମୁଣ୍ଡରେ ସିନ୍ଦୂର ନାଇ ଅହ୍ୟରେ ଚାଲିଗଲା ।
Tragedy
ଉଆଁସୀ କନ୍ୟା
shibaram dalai · 3 min read · 471 reads
ଅଳ୍ପ କିଛି ସମୟ ଭିତରେ ସ୍କୁଲ ପିଅନ ମଥୁରା ଆସି ରମେଶ ସାରଙ୍କୁ କହିଲା ସାର ଆପଣ ଯୋଉଟା କରୁଛନ୍ତି ତାହା ଠିକ ନୁହେଁ ।ସାର ସେ ଗୋଟେ ଉଆଁସୀ କନ୍ୟା ।ଜନ୍ମରୁ ତା ମାଆକୁ ଖାଇଛି ,ଆଉ ଦୁଇ ଦୁଇଟା ବାହାଘର ଜୁଟେଇ ଥିଲି ଯେ ଜଣେ ବାହା ହେବାକୁ ଆସୁ ଆସୁ ଅଧା ବାଟରେ ଦୁର୍ଘଟଣାରେ ପ୍ରାଣ ହରାଇଲା !
Romance