Loading…

by କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera ✓ · 17 Jun 2021
ଅନେକ ସମୟରେ ତାର ମନ ଆକାଶକୁ ଝଡ଼ ହୋଇ ସେ ଆସୁଛି, ତାର ଶାନ୍ତ ବକ୍ଷକୁ ଆଲୋଡ଼ିତ କରି ଧ୍ୱସ୍ତ ବିଧ୍ୱସ୍ତ କରି ପକାଉଛି। ଶ୍ରେୟାଂଶୁ ନିଜକୁ ନିଜେ ସମ୍ଭାଳି ପାରୁନି। ଏକ ଆଗ୍ନେୟଗିରି ଭଳି ତା ଅନ୍ତର ଭିତରରୁ ଅସନ୍ତୋଷର ଲାଭା ଉଦ୍ଗିରଣ ହେଉଛି।
Comments
Loading comments…