by Sudeshna Misra ✓ · 17 Aug 2021
ଠାକୁର ଘରେ ସବୁ ଯୋଗାଡ଼ ସୁନ୍ଦର ଭାବରେ ହେଇଛି। ଧୂପର ମହ ମହ ସୁଗନ୍ଧ ବି ଆସୁଛି। ଅଜା ମାଆଙ୍କ ମୂର୍ତ୍ତିଙ୍କୁ ଆଣି ତସଲା ପାଣିରେ ଗାଧେଇ ପୋଛିଦେଇ ଆସ୍ଥାନ ଉପରେ ସ୍ଥାପନା କରୁଥାଆନ୍ତି। ନୂଆଲୁଗା ସୁନ୍ଦର ଭାବରେ ପିନ୍ଧେଇଲେ।
Loading comments…
Loading comments…