by Trushna Das ✓ · 6 Jun 2021
ମୁଁ ଛାଡ଼ପତ୍ର ପାଇଁ ରାଜି।ତୁମ ପରି ସମ୍ପର୍କ ସହ ଖେଳୁଥିବା ଲୋକ ପାଖରେ ମୁଁ କି ମୋର ଛୁଆ ରହିବା ଠିକ ନୁହେଁ। କିନ୍ତୁ ଗୋଟିଏ ସର୍ତ୍ତ ମୋର..... ମୁଁ ତୁମର ଟଙ୍କା ନେବି ନାହିଁ କି ମୋ ଛୁଆ ଉପରେ ତୁମର ଅଧିକାର ରହିବ ନାହିଁ।
Loading comments…
Loading comments…