StoryMirror - Read, Write, Share & Repeat- ମୁଁ ଅନାଥK. Nirmal · 4 min read · 1.2K readsକିଛି ସମୟ ପରେ ଦେଖିଲି ଗୋଟେ ବହୁରୂପୀ ଏଣ୍ଡୁଅକୁ ! ସେ ମୋତେ କିଛି କହିବାକୁ ଚାହୁଁଥିଲା ।Others
- ସାଧବ ବୋହୂSasmita Rout · 4 min read · 1.1K readsଝିଅର ଯାଗା ପାଦତଳେ ନୁହେଁ ବାପର ହୃଦୟରେ।Others
- "ଜୀବନର ଅନ୍ୟ ଏକ ରଂଗ"Paramita Sarangi · 4 min read · 7.7K readsଗୋଟେ ସର୍ବହରା ଦରିଦ୍ର ପଣ ରେ ଆକୁଳିତ ମନ, ଘାଣ୍ଟି ହେଉଥିଲା, କ'ଣ ନାହିଁ ....କ'ଣ ନାହିଁ ମୋ ପାଖରେ?Others
- ବୈଶାଖୀର ଇନ୍ଦୁ: ଶୀତଳ ଚନ୍ଦନ ବିନ୍ଦୁBibhu Samanta · 6 min read · 629 readsପାଖେଇ ଆସୁଥିଲା ଶବ୍ଦ । କିଏ ଜଣେ କହୁଥିଲା, ଦେଖିଲ ପରମା'ଦି, ଆମ ମଦନମୋହନଙ୍କ ଲୀଳା। ଚନ୍ଦନ ପୋଖରୀ ଯାଏ ପହଂଚି ପାରିଲେନି। ହେଲେ ଭୋଗ ଖାଇଲେ ଆଉ ଗାଁ ବୁଲି ଆସିଲେ। ଆଉ ଜଣେ କହୁଛି, ହଁ ପରା, ସବୁଥର ଆମେ ଯୋଉ ରାସ୍ତାରେ ଯାଉ, ସେପଟେ ନ ଯାଇ, ଆଜି ଏପଟେ ଅଣେଇଲେ।Thriller

ମୋର ସବୁ ସରିଯାଇଛିରେ ଧନିଆଁNarayan chandra Senapati · 3 min read · 251 readsଗୋବିନ୍ଦ ଗାଁ ମୁଣ୍ଡରୁ ଶୁଣିଲା ଝଡ଼ ତୋଫାନ ମାଡ଼ିଆସୁଛି । ଘଣ୍ଟାକୁ ୨୬୦କିମି ବେଗରେ ପବନ ବହିବ,୪୮ଘଣ୍ଟା ପ୍ରବଳ ବର୍ଷା ହେବ । ବିଚଳିତ ପ୍ରାୟ ଗୋବିନ୍ଦ କହୁଥାଏ ସମସ୍ତଙ୍କୁ ସତର୍କ କରାଯାଇଛି ଘରଛାଡି ଯିବାପାଇଁ । ଗୋବିନ୍ଦ ଦୁଲାରୀ ଓ ମୋତିକୁ କହୁଥାଏ ତୁମେ ଦୁହେଁ ଅନ୍ୟତ୍ର ଚାଲିଯାଅ । ମୁଁ ଏ ଘରେ ରହୁଛି । ଦୁଲାରୀ କହୁଥାଏ ନାଁ ନାଁ ତୁମେ ବାପ ଝିଅ ଚାଲିଯାଅ ମୁଁ ଅଛି । ଶେଷରେ ଗୋବିନ୍ଦ ଓ ଦୁଲାରୀଙ୍କ ନିଷ୍ପତ୍ତି ଯେ ତାଙ୍କର ଭବିଷ୍ୟତ ମୋତିକୁ ସେ ସୁରକ୍ଷିତ ଜାଗାକୁ ପଠାଇଦେବେ । ମାତ୍ର ମୋତିର ଉତ୍ତର ବାପା ମା ମୋତେ ଜୀଵଦାନ ଦେଇଛନ୍ତି,ତାଙ୍କ ଜୀବନ ବିନିମୟରେ ମୁଁ ବଞ୍ଚିବି,ଏଭଳି ସ୍ୱାର୍ଥପର ଜୀଇଁବା ଅପେକ୍ଷା ମୃତ୍ୟୁ ବରଂ କରିବା ଖୁବ୍ ଭଲ । ସେ ବାପା ମାଆଙ୍କ ପାଖରେ ରହିବ । ନିଜ ହାତ ତିଆରି ଘର ଓ ଜିନିଷ ମୋହରେ ଗଲେ ନାହିଁ ଗୋବିନ୍ଦ,ଦୁଲାରୀ ଓ ମୋତି । ମାଡି ଆସିଲା ତୋଫାନ,ସମୁଦ୍ରର ଲହରୀ । ମହାବାତ୍ୟାର ଦ୍ରୁତ ବେଗରେ ଭାଙ୍ଗିଯାଉଥାଏ ଗୋବିନ୍ଦର ଆଶା ଭରସାର କୁଡ଼ିଆ । ଗୋବିନ୍ଦ ଦୁଲାରୀଙ୍କ ମେରୁଦଣ୍ଡ ହାଡ଼ ଭାଙ୍ଗିଲା ପରି ଲାଗୁଥାଏ । ଜୀବନ ବଞ୍ଚାଇବାକୁ ତିନୋଟି ଜୀବ ହେଉଥାନ୍ତି ଡହଳ ବିକଳ । ନାଁ ଘରେ ନିରାପଦ ନାଁ ବାହାରେ । ମାଡ଼ିଆସିଲା ଉତ୍ତାଳ ତରଙ୍ଗ । ସ୍ରୋତର ପ୍ରଖର ସୁଅ ବାରମ୍ବାର ଉପହାସ କରୁଥିଲା ତିନି ଜୀବନର ଶକ୍ତ ସମ୍ପର୍କକୁ । ସତେ ଯେମିତି ଛିନ୍ନ କରିବାକୁ ସେ ପ୍ରତିଜ୍ଞାବଦ୍ଧ । ତିନି ଜଣ ହାତ ଧରାଧରି ହୋଇ ଥାଆନ୍ତି । ସଙ୍ଗେ ସଙ୍ଗେ ଜଳର ଉଚ୍ଚତା ବଢି ମୋତିକୁ ନେବାପାଇଁ ଉଦ୍ୟତ । କେତେ ସଂଘର୍ଷ କରି ନାହାନ୍ତି ବାପା ମାଆ ଦୁହେଁ । ହେଲେ ନିଷ୍ଠୁର ସ୍ରୋତଟା ତା ନିୟମ ମାନି ଟାଣି ନେଇଗଲା ଭିତରକୁ । ବାପା ବୁଡିଗଲି... ମା ଭାସିଗଲି...କରୁଣ କ୍ରନ୍ଦନଟା ଅସହାୟ ଦୁହିଁଙ୍କୁ ଅଟ୍ଟହାସ୍ୟ କରି କହୁଛି, ମୋତେ ହେୟଜ୍ଞାନ ?ମୋତି..ମୋତି..କହି ବିକଟାଳ ଚିତ୍କାର ହୋଇ ଯାଇଥିଲା ନିଷ୍ଫଳ । ଧୀରେ ଧୀରେ ଜଳସ୍ରୋତ ବଢ଼ିବାରେ ଲାଗିଲା । ଦୁଲାରୀ ଗୋବିନ୍ଦକୁ କହୁଥାଏ,ତୁମେ ପହଁରି ଚାଲିଯାଅ,ନିଜ ଜୀବନ ହେଲେ ବଞ୍ଚାଅ । କାନ୍ଦି କାନ୍ଦି ହାତକୁ ଧରି ଗୋବିନ୍ଦ କହିଲା, ମୁଁ ପରା ସାତ ଜନ୍ମ ପାଇଁ ହାତ ଧରିଥିଲି ଛାଡ଼ିବି ବା କେମିତି?ସାଥି ହୋଇ ବଞ୍ଚିବା ନଚେତ ସାଥି ହୋଇ ମରିବା ପରା ଥିଲା ଆମ ଦାମ୍ପତ୍ୟ ଜୀବନର ଆହ୍ୱାନ ।Tragedy- ବାତ୍ୟାଫୋନୀଉଜାଡ଼ିଲା ଜୀବନ ଜୀବିକାHrusikesh Pradhan · 1 min read · 578 readsଦିନେ ହଠାତ୍ ଫୋନୀ ନାମକ ବାତ୍ୟା ଝଡ଼ ଦୁଇ ଦିନ ଧରି ଆସେ ଓ ଚାରିଆଡ଼େ ଜଳମଗ୍ନ ହୋଇଯାଏ। ବାତ୍ୟା ଶେଷରେ...Tragedy
Loading…