StoryMirror - Read, Write, Share & Repeatଅକ୍ଷତ ଶୀତ
ଅକ୍ଷତ ଶୀତPramod Pradhan · 1 min read · 6.7K readsଅସ୍ତଗାମୀ ଗୋଧୂଳି
ନୀଡ଼ମୁଖୀ କାକଳି
କଅଁଳିଉଠେ ଶୀତରେ ମହାବୃତ୍ତ
ଠାଉଠାଉ ଓଠ
ଓଠରେ ଶୀତଳ ଅମୃତ
ଏଇ ତ ମହାସ୍ରୋତ ଅକ୍ଷତ ଶୀତ !!Others- ମୁଁ କି ଅଲୋଡ଼ା ଏତେMonali Nayak · 1 min read · 380 readsମୁଁ କି ଅଲୋଡ଼ା ଏତେTragedy
- ଆମସହ ଆଉ ଖେଳନିBijay Prusty · 1 min read · 172 readsଆମସହ ଆଉ ଖେଳନିAction
- ଅତୀତPURUSOTTAM NAYAK · 1 min read · 269 readsସାଇତି ରଖୁତୁ ଝଡା ଫୁଲର
ଦୁଃଖ ଜର୍ଜରିତ କାହାଣୀ,
ଅବାଶାନ୍ତ ସ୍ନିଗ୍ଧ ଝରଣାର ବାରି,Abstract
- ମଧୁ-ଯାମିନୀର ଅନ୍ତର୍ନାଦNayana Kumar Mohanta · 1 min read · 85 readsଓଢ଼ଣୀ ସେ-ପ୍ରଜାପତି ଡେଣା,
ଅଥଚ-ଅବଗୁଣ୍ଠନ ତଳେ
ସପନର କ୍ଷେତେ ବାଲି ଚରେ,
ଉଷୁମ-ନିଶ୍ୱାସ ଖର ବହେ,
ଷ୍ଫୀତ-ବକ୍ଷେ ରମଣୀ କାଂଚନ
ଅପେକ୍ଷିତା ସଂଭୋଗ ଲାଳସେ,
ସାଜି ଅର୍ଘ୍ୟ ଥାଳି,
ଆତ୍ମ-ସମର୍ପଣ ହୃଦେ ସ୍ମରି,
ଟୋପା ଟୋପା ଲୁହେ-
ବିଳଂବିତ ରାତିର ପହରେ
ସିକ୍ତ କରି ମଧୁ-ଶେଜ,
ଶେଜୁ ଷ୍ଫୁରେ
ମଉଳା ଫୁଲର ସୂବାସ,Classics
- ଶହୀଦSARATA KUMAR DAS · 1 min read · 408 readsବରଫର ଶୀତଳ କାନ୍ଥରେ
ପାହାଡର ଫୁଙ୍ଗୁଳା ମଥାରେ
ଜଙ୍ଗଲର ସର୍ପିଳ ଛାତିରେ
ଅବା ସୀମାହୀନ ସମୁଦ୍ରରOthers
Loading…