Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#କାମରେ
5 poems
ଯଦି
Ghanashyam Biswal · 1 min read · 267 reads
ଜାଣିନ କି ଅବେଳରେ ମରଣ ହୋଇବ ସଞ୍ଚିଥିବା ଧନ ସବୁ ପର ହସ୍ତେ ଯିବ କହିବନି କଟୁକଥା କାହାକୁ ବି କେବେ ସହିଗଲେ ସରେନାହିଁ ସମ୍ମାନ ବି କେବେ
Abstract
ଗଠନମୂଳକ କାମରେ ବିରୋଧୀ
ଗଠନମୂଳକ କାମରେ ବିରୋଧୀ
Parshuram Biswal · 1 min read · 1K reads
ଗଠନମୂଳକ କାମରେ ବିରୋଧୀ ସହଯୋଗ ଗୋଟି ଲୋଡ଼ା ନହେଲେ ସଂସଦ ବିଧାନସଭାଟି ପାଲଟିଯିବ ଆଖଡ଼ା କହିଦେ କାଳିଆ ଭଲକୁ ସେ ଭଲ କହୁଥାଉ ନିରନ୍ତର ।
Others
କାହାରି କାମରେ ଦିନେ ଲାଗିନାହିଁ
କାହାରି କାମରେ ଦିନେ ଲାଗିନାହିଁ
Parshuram Biswal · 1 min read · 13K reads
ଦୁଃଖ ନାହିଁ ମୋର ଆସିଥିଲି ଏକା, ଯିବି ପୁଣି ଏକା ଚାଲି ଦୁଃଖ ରହିଯିବ କାହାରି କାମରେ ଦିନେ ଲାଗିନାହିଁ ବୋଲି ଦୁଃଖ ବି ରହିବ ପୋଛିପାରିଲିନି କେ’ ଦୁଃଖୀ ଆଖିର ଲୁହ ।
Others
ମୋ ଦେଶ କାମରେ ଲାଗୁ ସିଏ ପ୍ରଭୁ
ମୋ ଦେଶ କାମରେ ଲାଗୁ ସିଏ ପ୍ରଭୁ
Parshuram Biswal · 1 min read · 13.5K reads
ପୁଅ ମୋର ହେଲା ବଡ଼ ବୈଜ୍ଞାନିକ, ଗଲା ଆମେରିକା ଦେଶ ଯେତେ ବୁଝେଇଲି ବୁଝିଲା ନାହିଁ ସେ, ପାଚିଗଲା ମୋର କେଶ ତୁ ତାକୁ ଫେରେଇ ନପାରିଲେ ଜଗା ରହିବ ମୋ ଅବଶୋଶ ।
Others
ବିଦ୍ୟାର୍ଥୀ
DILIP KUMAR SAHOO · 1 min read · 179 reads
ମଜା ଗପ ବହି ଅଟେ ମୋ ମିତ୍ର ବେଳେବେଳେ ମୁଁ ତ ଆଙ୍କଇ ଚିତ୍ର ।
Children