StoryMirror - Read, Write, Share & Repeat☆☆☆ କିଏ କହୁଥିଲା ? ☆☆☆
☆☆☆ କିଏ କହୁଥିଲା ? ☆☆☆Amiya Bej · 1 min read · 13.6K readsମୋ ସ୍କୁଲ ଦେଇ ଯିବା ଆସିବାର ବେଳ ,ଗେଟ୍ ସାମ୍ନା ସେ ଯେଉଁ ଆଇସକ୍ରିମ ବାଲା ,କାଢୁଥାଏ ଧଳା ନାଲିର ବରଫ ଟୁକୁଡା ,ତାକୁ ଦେଖି ମୋ' ଲାଳଭର୍ତ୍ତି ମୁହଁ କହେ- ତୋତେ ବଡ଼ ହେବାକୁ କିଏ କହୁଥିଲା ? Othersକିଏ ଜାଣେ
କିଏ ଜାଣେPramila Sahoo · 1 min read · 6.4K readsକିଏ ଜାଣେOthersରୋକେ କିଏ
ରୋକେ କିଏAjaya Mahala · 1 min read · 1.3K readsରୋକେ କିଏRomance- ରାଧା କିଏ?Kulamani Sarangi · 1 min read · 6.6K readsରାଧା କିଏ? ............... ଗମ୍ଭୀର ମୁଦ୍ରାରେ ବସିଥିଲେ ବେଣୁପାଣି, ରାଧା କିଏ ବୋଲି ପଚାରି ଦେଲେ ରୃକ୍ମିଣୀ। ହସିଦେଲେ ଚକ୍ରଧାରୀ, କହିଲେ ରାଧିକା ନୁହେଁ କେଉଁ ନାରୀ ଅବା କେଉଁ ଅପସରୀ। ନାହିଁ ସ୍ଥିତି ନାହିଁ ଲୟ, ରାଧା ଖାଲି ଏକ ଅନୁଭବ ଯାହା ଅପୂର୍ବ ଅତୁଳନୀୟ। ପଦ୍ମ ସୁଗନ୍ଧରେ, ଚନ୍ଦ୍ରର ଶୀତଳତାରେ, ରହିଅଛି ରାଧା ଲବଣୀ କୋମଳତାରେ। ବିରହ ଭିତରେ ଯେଉଁ ମଧୁରତା, ସତ୍ୟ,ଶାନ୍ତି,କ୍ଷମା ଆଉ ସହିଷ୍ନୁତା ସେମାନେ ରାଧାର ଅଂଶ, ମୁନି ରୃଷି କଂଠ ପବିତ୍ର ଓଁକାରେ ରାଧିକା କରେ ନିବାସ। ପବିତ୍ର ହୋମର ଅଗ୍ନି ସୁଗନ୍ଧରେ, ମୋ ରାଧିକା ବାସକରେ, ରାଧାଥାଏ କୃଷ୍ମସାର ଚପଳତା, ନୀଳକଇଁ ଅପେକ୍ଷାରେ। ସଂଗୀତ ରାଗିଣୀ,ମଧୁ ବଂଶୀ ସ୍ବରେ ଲୁଚିଅଛି ରାଧାଭାବ, ଅନନ୍ତ ଆକାଶ ଗମ୍ଭୀରତା ମଧ୍ୟେ ହୁଏ ରାଧା ଅନୁଭବ। ସମୁଦ୍ରର ଅଭିମାନ,ହିମାଳୟ ଉପତ୍ୟକା ନିର୍ଜନତା, ତା ଭିତରେ ଲୁଚି ରହିଅଛି ପରା ରାଧିକାର ମହାନତା।
କୁଳମଣି ଷଡଙ୍ଗୀ ବିଦ୍ୟା ନଗରୀ ଖଣ୍ଡପଡାOthers
- କିଏ ତୁମେPradesh Kumar Pradhan · 1 min read · 6.7K readsକିଏ ତୁମେOthers
କିଏ ଦିନେ ଆଙ୍କିଦେଲା
କିଏ ଦିନେ ଆଙ୍କିଦେଲାAbhakanta · 1 min read · 6.8K readsକିଏ ଦିନେ ଆଙ୍କିଦେଲା ଇନ୍ଦ୍ରଧନୁ ସାତ ରଙ୍ଗ
ଏଇ ମୋର ଜୀବନର
ବେଳା ପରେ ବେଳା ପରେ
ଇଙ୍ଗିତରେ, ସେଦିନରେ
ମୁଁ ବିଭୋର... ହୋଇଥିଲି
ମୋତେ ନେଇ ସେଇ ମୋର
ପରିଧିରେ ପରିଧିରେ ପରିଧିରେ ।Others
Loading…