StoryMirror - Read, Write, Share & Repeat- କ୍ରିକେଟ୍ ଓ ସ୍ବାଭିମାନHasyamayee Raj · 1 min read · 89 readsବିଷାଦର ଘନଘଟା ଛାଇଯାଏ
କେବେ ଯଦି ହେଇଗଲା
ଉଇକେଟ୍ ପତନ
ସତେ କି ଧୂଳିସାତ୍ ହେଇଗଲା
ଆମ ଗର୍ବ ଗୌରବ ଧନ ଅବା ସମ୍ମାନOthers
- କ୍ରିକେଟ୍ ଖେଳBISWESWAR MAJHI · 1 min read · 259 readsସ୍ପୋର୍ଟମ୍ୟାନସିପ ଲେଉଟିବ ଅବା ଟଂକାର ଖେଳ ନହୋଇ
ସାଧାରଣ ଜନତାର ପ୍ରିୟ ଖେଳ ଜାଗିବ ଶିର ଉଠାଇ !Fantasy
- ପ୍ରତି ଚାରିବରଷ ବିଶ୍ୱଉତ୍ସବ ବିଶେଷAmaresh Kumar Hanuman · 1 min read · 305 readsପଡିଆରେ ଥିବେ ଲୋକ, ହୋଇ ନାନା ବେଶ,
କିଏ ପିନ୍ଧିଛି ମୁଖା ତ, କାହା ରଙ୍ଗୀନ କେଶ ;
କାହାର ନକଲି ଦାଢ଼ି ତ, କିଏ ମୋଡ଼ୁଛି ନିଶ,
ସମର୍ଥକ ଭାବେ ସଦା, ହାରିବାର ନାହିଁ ଲେଶ l (୩)
ହୋଇଲେ ଚଉକା ଛକା, ହେଉଥିବେ ଉଠ ବସ,
ଛାଡ ନା ଦିନେବି ଖେଳ, ଯାଅ ଟି.ଭି. ଖୋଲି ବସ ;
ଲାଗିଛନ୍ତି ରଖିବାକୁ ସବୁ, ନିଜ ଦେଶର ଯଶ,
କରିବେ କେମିତି ବିରୋଧୀ, ଯୋଜନାକୁ ନାଶ l (୪)
କେବେ ପିଚ୍ ମାଟିଆ ତ, କେବେ ଛୋଟ ଘାସ,
ଯେବେ ଉଇକେଟ୍ ମରୁଡ଼ି, ତେବେ ରନ୍ ର ଚାଷ ;
ସୁଇଂଗ୍ ପାଇଁ ପିନ୍ଧା ଜାମାରେ, ବଲ୍ ଧରି ଘଷ,
ସହଜ ନୁହେଁ ବୁଝିବା, ସ୍ପିନ୍ ବୋଲିଂର ଫାସ l (୫)
ହାରୁଥିଲେ ନିଜ ଦେଶ, ଯଦି ନାହିଁ ଆଉ ଆଶ,
କରନା ଅପଚୟ ପୁଣି, କରି ସମୟ ନିବେଶ ;Others
- କ୍ରିକେଟ୍ ମ୍ୟାଚ୍ ର ମଜାBISWESWAR MAJHI · 1 min read · 452 readsଅଫିସରେ କାମ ଠପ୍ ହୋଇଯାଏ ବାପା ବୁଢାବାପା ବେମାର
ବାହାନା କରିକି ଛୁଟିରେ ରହନ୍ତି ଜାଣି ପାରନ୍ତି ଅଫିସର ।
ଷ୍ଟାଡିୟମ ଗେଟ୍ ଖୋଲିବା ଆଗରୁ ଲମ୍ବା ଧାଡିରେ ଯାଆନ୍ତି
କ୍ୟାମେରା କେଉଁଠି ଭଲରେ ପଡିବ ଜାଗାଟିଏ ବାଛି ନିଅନ୍ତି ।
ଟିକେଟ୍ ନପାଇ ବିଚରା ଥୋକାଏ ଟିଭି ପାଖେ ବସି ଯାଆନ୍ତି
ଆମ ଦେଶ ଯଦି ହାରିଗଲା ଟିଭି ଭାଂଗି ଗୁଣ୍ଡା କରି ଦିଅନ୍ତି।
ଚଉକା ଛକା କି ୱିକେଟ୍ ପଡିଲେ କିଳିକିଳା ରଡି ଛାଡନ୍ତି
ସ୍ଥାନ କାଳ ପାତ୍ର ନିର୍ବିଶେଷେ ଘରଟାକୁ ଉଠାପକା କରନ୍ତି ।
ଜିତିଗଲେ ଆମ ଧୋନୀ ରୋହିତ ଶର୍ମା ବିରାଟ କୋହଲି ଧାବନ
ହାରିଗଲେ- ଜଣାଥିଲା ଏମାନଙ୍କୁ ଦେଶରୁ ଦିଅ ନିର୍ବାଚସନ ।
ଖଡା ସିଝିବନି ଏମାନଙ୍କ ଦେଇ ବିଦା କର ୟାଙ୍କୁ ଗଜ
ପାଣି ବୋତଲ କି ପାଉଚ୍ ଫୋପଡା ଯୋତା ଚପଲ ବି ସଜ ।Inspirational
- ପୋଡ଼ାମୁହାଁAkshaya Kumar · 1 min read · 168 readsସକାଳେ ମୋବାଇଲ
ସନ୍ଧ୍ୟାରେ କ୍ରିକେଟ୍
ରାତିରେ ତାସ୍ ପାଲି
ଏ ପୋଡ଼ାମୁହାଁକୁ କଣ କହିବୁ
ବାହାନା କରୁଚି ଡେଲିComedy
- ହସିଦିଏHitesh Mohapatra · 1 min read · 249 readsଟି.ଭି.ରେ ନିଉଜ୍ ଦେଖି
କେବେ ଗାଳି କରୁଥାଏ
କେବେ କମେଡି ଦେଖି
ଜୋର୍ ଜୋରେ ହସୁ ଥାଏ
କ୍ରିକେଟ୍ ଦେଖି କେବେ
ଖାଇବା ଭୁଲିଛି
ତ କେବେ ସେହି କ୍ରିକେଟ୍ ପାଇଁ
ଭୋକ ମରିଛିOthers
Loading…