StoryMirror - Read, Write, Share & Repeat- ଜୀବନ ନଈ,ନାରୀ ନାଉରୀGangotri Priyadarshini · 1 min read · 71 readsସବୁ ସହିଲେ ଗୋ ହତ୍ୟା
ସବୁ ଛାଡ଼ିଲେ ବ୍ରହ୍ମ ହତ୍ୟା ନ୍ୟାୟରେ ଜୀବନ ।
ନିଜେ ପ୍ରଭାବ, ନିଜେ ଅଭାବInspirational
- ଗୋ ରକ୍ଷକ ନା ତୁମେ ଗୋ ରାକ୍ଷସ ?Trupti Paikaray · 2 min read · 6.5K readsସତ କୁହ ତୁମେ କିଏ,
ଗୋ ରକ୍ଷକ ନା ତୁମେ ଗୋ ରାକ୍ଷସ?
ଗୋ ରକ୍ଷକ ନାଁରେ କାହିଁ ତୁମେ ସାଜ ଗୋ ରାକ୍ଷସ,
ନା ମୁଁ ହିନ୍ଦୁ କହୁଛି, ନା ମୁସଲମାନ, ନା ଶିଖ କହୁଛି, ନା ଈସାଈ,
ମୋ ଭିତରେ ଥିବା ସେଇ ମଣିଷତ୍ୱ ଆଜି ପ୍ରଶ୍ନ କରୁଛି IAbstract
,,,,,ବର୍ଷା ଗୋ ତୁମେ,,,
,,,,,ବର୍ଷା ଗୋ ତୁମେ,,,Sukant Khedualsingh · 1 min read · 7.4K reads,,,,,ବର୍ଷା ଗୋ ତୁମେ,,,Others- ବର୍ଷା ଗୋ ତୁମେAmarendra Chaudhuri Ojha · 1 min read · 6.6K reads
ମୟୂର ନାଚି ନାଚି ଶିହରାଇ ଦେଲାଣି
ମୋ ତନୁ ମନ
ଶ୍ରାବଣ ର ପହିଲି ବର୍ଷା ର ଟୋପାଏ ଜଳ
ପଡିଲା ମୋ ଓଠ ରେ ।
Fantasy
ବନ କୋଇଲି ଗୋ !
ବନ କୋଇଲି ଗୋ !Abhakanta · 1 min read · 1.4K readsବନ କୋଇଲି ଗୋ ! ବିରହୀ ମୋ ମନ
କୁହୁକୁହୁ ଆଉ ଗାଅନି
ଅମାନିଆଁ ହେଲା ଜିଦିଆ ବସନ୍ତ
ମୋ ନେହୁରା ତାକୁ ଛୁଉଁନି ।Othersମୁଁ ଗୋ ଅଳେଇଚ
ମୁଁ ଗୋ ଅଳେଇଚAbhakanta · 1 min read · 1.4K readsମୁଁ ଗୋ ଜାଇଫଳ, ତୁମେ ଜାଇତିରି
ମୁଁ ଗୋ ଅଳେଇଚ, ତୁମେ ଗୁଜରାତି
ତୁମେ ମହକିଆ ଲବଙ୍ଗଲତା ଗୋ
ମୁଁ ଗୋଲମରିଚ ହେବି ନିହାତି ।Others
Loading…