StoryMirror - Read, Write, Share & Repeat- ପାହାଡPrafulla Chandra Mishra · 1 min read · 312 readsଧଉଳି ଗିରି ଶାନ୍ତିର ସ୍ତୁପ ଦିଏ ଶାନ୍ତି ବାର୍ତ୍ତା
ମୁକ ସାକ୍ଷୀ ୟେ କଳିଙ୍ଗ ଯୁଦ୍ଧ କଳିଙ୍ଗ ସଭ୍ୟତା
ଖଣ୍ଡଗିରି ଶିଖରରେ ବିଜେ ମହାବୀର ଜୈନ
ବୁଦ୍ଧ,ଜୈନ,ସନାତନ ଧର୍ମ ୟେ ମହାମିଳନOthers
- ଆର୍ଯ୍ୟଭୂଇଁSARATA KUMAR DAS · 1 min read · 6.8K readsଜୈନ ମହାବୀର ଗଉତମ ବୁଦ୍ଧ
କେତେ ଯେ ମନିଷୀଗଣ,
ସମ୍ରାଟ ଅଶୋକ ଆଦି କେତେ ବୀର
ଧନ୍ୟ କଲେ ମାଟି
ରଖିଛନ୍ତି ସ୍ବାଭିମାନ ।।Inspirational
- ଖଣ୍ଡଗିରିରେ ସନ୍ଧ୍ୟାTrinatha Behera · 1 min read · 332 readsପଥର ର ସେହି କର୍କଶ ପିଠିରେ
ନିହଣ,ହାତୁଡି ଆଦି ସାହାଯ୍ୟରେ
ବିଶ୍ବରେ ପ୍ରଥମ ସାହିତ୍ୟ ବୋଲାଇ
ସୃଷ୍ଟି ଓଡିଆ ଙ୍କ ସାହିତ୍ୟ ତହିଁରେ ।।
ମନେ ପଡିଗଲେ ଗୋପବନ୍ଧୁ ଦାସ
ଓଡିଆ ଜାତିର ଯେ ମଉଡ ମଣି
ଭ୍ରମିଥିଲେ ଦିନେ ଯୁବା ଅବସ୍ଥାରେ
ଲେଖିଥClassics
- ମାଆ ବିରଜାଇ ସାହାBharatabandhu Biswal · 1 min read · 211 readsଐତିହ୍ୟ ସମ୍ପନ୍ନ ଯଜ୍ଞ ଭୂମଣ୍ଡଳ
ବୈ।ଦ୍ଧ ଜୈନ କୀର୍ତ୍ତି ରାଜି
ପାଟକ ଗୁହକ ଯଯାତି କଟକ
ଭୈ।ମକର ରାଜଧାନୀ ।Inspirational
- ଖେଳ ନାଁହିMaheswar sahoo · 1 min read · 168 readsଖେଳ ନାହିଁ ତୁମେ ଖେଳ ନାହିଁ,
ଭାବନା ଯେ ଏକ ରକ୍ତବି ରଙ୍ଗ ଏକ,
ଭାବନାରେ ଆମ ଖେଳ ନାହିଁ
ଖେଳ ନାହିଁ ତୁମେ ଖେଳ ନାହିଁ::
ଖେଳ ନାହିଁ ଶତ୍ରୁ ଖେଳ ନାହିଁ,
ପରିବାର ମଧ୍ୟେ ଖେଳ ନାହିଁ,
ଭାଇଭାଇ ମଧ୍ୟେ ଖେଳନାହିଁ,
ଖେଳ ନାହିଁ ତୁମେ ଖେଳନାହିଁ::Others
- ପଞ୍ଚକAshis Kumar Swain · 1 min read · 143 readsକାୟ ମନ ବାକ୍ୟ ଏକ କରି ପୂଜାର୍ଚ୍ଚନା କଲେ ,
ଧର୍ମ ଅର୍ଥ କାମ ମୋକ୍ଷ ନିଶ୍ଚିତ ମିଳଇ ଭଲେOthers
Loading…