English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ନିକାଶ
6 poems
ହେ ବୃକ୍ଷ , ତୁ ବ୍ରହ୍ମଦାରୁ
Prasanna Kumar Madala · 1 min read · 13.2K reads
କେତେ ପଶୁପକ୍ଷୀ ସରୀସୃପ ରଖି ଆଦରେ ପାଳନ କରୁ ନାନାଦି କଷଣ ସହି ତୁ ଅଶନ ପ୍ରାଣୀଙ୍କ ଉଦରେ ଭରୁ ।
Others
କଲମ
Smruti Sephali Meher · 1 min read · 262 reads
ଥକିପଡୁନୁ କେବେ ଦାେଷ ବି ଦେଉନୁ କାହାକୁ ଭୁଲ ଠିକ୍ ର ହିସାବ ନିକାଶ କରି ଦାେଷୀକୁ ଚଢାଉ ଫାଶି ଖୁଣ୍ଟରେ ।
Inspirational
ମହତ୍ତ୍ଵ ଜନ୍ମଦିନର
Yudhisthir Khamari · 1 min read · 425 reads
ଦିନଟି ସରିଗଲେ ବିଚାର ହୁଏ ନିକାଶ ହୁଏ ଗତ ଦିନର କାରନାମା ସ୍ୱଳ୍ପ ସମୟର ପଶ୍ଚାତାପ ପରେ ପୁଣି ପୂର୍ବାବସ୍ଥା
Classics
ଜୀବନ ରାଗ ୨୭
Gyanaranjan Sahoo · 1 min read · 5 reads
ବିଗତ ଲମ୍ବା ରାସ୍ତାର ପଦଚିହ୍ନ ଧୋଇଗଲାବେଳେ ବିବ୍ରତ କରିନି ଏମିତି ! ଦୁଃଖରେ ସୁଖରେ କେଇବାର ଭାଙ୍ଗିଛୁ ? ପୁନର୍ବାର ଉଠି ପୁଣି କେତେ ସୌଧ ଗଢ଼ିଛୁ ।
Inspirational
ବୀର ଶହୀଦ୍
ARUN MAHAPATRA · 1 min read · 299 reads
ନଗର ନଗର ଘୁରି ବିଦ୍ୟାଳୟ ଖୋଜି ପଢିଥିଲା ପାଠ ସିଏ ଭବିଷ୍ୟତ ଆଶେ ଫସର ଫାଟିଲା ସବୁ ହିସାବ ନିକାଶ ବନ୍ଦୀ ହୋଇ ରହିଗଲା ସୀମାନ୍ତ ବରଫେ
Classics
ହିସାବ ନିକାଶ
Lokanath Rath · 1 min read · 271 reads
କର୍ତ୍ତବ୍ୟର ଆଜି ଖୋଲା ବଜାରରେ ଦେଖ ନିଲାମ ହେଉଛି ହିସାବ ମାଗୁଛି ଛାତି ଫୁଲାଇ ଅଧିକାର, ଲଜ୍ଜ୍ୟାରେ ବୁଡି କିନ୍ତୁ, କର୍ତ୍ତବ୍ୟ କହୁଛି ଲୁଚି ଲୁଚି କରିଯାଅ କର୍ମ, ଚାଲି ମାର୍ଗ ସତ୍ୟ ଧର୍ମର |
Tragedy