Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ନିୟନ୍ତା
6 poems
"Happy Rose Day"
Ajay kumar Behera · 1 min read · 165 reads
ତାଙ୍କରି ସୃଷ୍ଟିରେ ଭରି ରହିଛି ମହ ଆଉ ମାୟା ଛୋଟ ବଡ଼ ଯେତେ ସଭିଏଁ ହୁଅନ୍ତି ପ୍ରେମରେ ବାୟା
Romance
ଚକାନୟନ-୩
Dipti lekha Mishra · 1 min read · 3.4K reads
ତୁମେ ଟି ଜଗତ କରତା ହେ ପ୍ରଭୂ ଆହେ ବିଶ୍ବ ନିୟନ୍ତା ସଭିଙ୍କ ଦୁଃଖ ଦୂର କଲେ ସତେ ଭାରୀ ଭଲ ହୁଅନ୍ତା
Abstract
ମା ପରି କିଏ ହେବ
Sailendra Kumar Pati · 1 min read · 7.3K reads
ମା' ର ଆଶିଷ ଆମ ଚଲା ପଥେ ସର୍ବଦା ସହାୟ ହବ,
Inspirational
କମନୀୟ ଧରଣୀ
BISWESWAR MAJHI · 1 min read · 160 reads
ପ୍ରଭାତରେ ପ୍ରକୃତିକୁ ଅବଲୋକେ ମୁହିଁ କମନୀୟ ରୂପ ତା'ର ନିଏ ମନ ମୋହି । ନାହିଁ କାରଖାନା ଧୂଆଁ ନାହିଁ ଭିଡଭାଡ ପ୍ରଦୂଷଣ ମୁକ୍ତ ରାସ୍ତା ଘାଟ ଚାରିଆଡ ।
Abstract
ଜ୍ଞାନ ଦାତା
Renuka Samal · 1 min read · 170 reads
ଜ୍ଞାନ ଚକ୍ଷୁ ଖୋଲି ଦୁନିଆଁ ଚିହ୍ନାନ୍ତି, ହୃଦେ ଭିରି ମିଠା ମହୁ ଝରେ ଆଶୀର୍ବାଦ ପ୍ରତି କ୍ଷଣକରେ କଥା ପଦେ କହୁ କହୁ। ପୁତ୍ରର ସମାନ ସ୍ନେହର ବନ୍ଧନେ ବାନ୍ଧନ୍ତି ଛାତ୍ରଙ୍କୁ ସଦା ଦେଇ ଉପଦେଶ ଅଥବା ଆଦେଶ କଳଙ୍କ କରନ୍ତି ପଦା।
Inspirational
ମା
Rasmita Nath · 1 min read · 324 reads
ସର୍ବ ବିପଦରୁ ସୁରକ୍ଷା ନିମନ୍ତେ ନିରାପଦ ତାର କୋଳ ପର କି ଆପଣା ଭେଦ ଭାବ ନାହିଁ ଅନ୍ତର ତା ନୀରିମଳ
Others