Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ପଣିଆ
30 poems
ବିରଳ ମଣିଷ
Hrushikesh Satpathy · 1 min read · 6.6K reads
ଛିଣ୍ଡା କନା ଖଣ୍ଡେ ଦେହକୁ ଢାଙ୍କିଛି ଆଖିର ଲୁହ ଯେ ଶୁଖି ଯାଇଛି। ଭଙ୍ଗା ମନ ନେଇ ଭଲ ମଣିଷ ଟି ମନ୍ଦିର ଆଗରେ ହାତ ପାତିଛି।
Inspirational
ମଣିଷ ପଣିଆ
Susil Pani · 1 min read · 7.1K reads
ଦଣ୍ଡେ ଖାଇ ଖଣ୍ଡେ ପିନ୍ଧି ବଞ୍ଚିଗଲେ ତରିଜିବ ଏ ଜୀବନେ...
Inspirational
ନର ପିଶାଚ
Tushar Kanta Prasad · 1 min read · 2.7K reads
ଦେହ ଗନ୍ଧ ପାଇ, ବେଗେ ଆସ ଧାଇଁ, ଶୃଗାଳ ପରିକା ବ୍ଯୂହ ଯେ ରଚ। ପରୁଷର ଅର୍ଥ, ତୁମ ପାଶେ ବ୍ଯର୍ଥ, ନର ଜନ୍ମ ଧାରୀ ନର ପିଶାଚ।
Others
ବରଯାତ୍ରୀ
Niranjan Sahu · 1 min read · 100 reads
ସାରାଜୀବନର ସଂଚିତ ଧନକୁ କନ୍ୟା ପିତା ଖର୍ଚ୍ଚ କରେ, ବରଯାତ୍ରୀଙ୍କୁ ଖୁସି କରିବାକୁ ନିରନ୍ତର ଚେଷ୍ଟା କରେ,
Others
ଜୀବନ ପାଇଁ ପଦେ
Sunita Barik · 1 min read · 800 reads
ବିନା ସ୍ଵାର୍ଥେ କିଛି କାମ ତ ହୁଏନି ଚଳଣି ତ ଏଠି ନିତିଦିନିଆ ତଥାପି ବଞ୍ଚିଛି କୋଉଠି ହେଲେବି ମଣିଷ ଭିତରେ ମଣିଷ ପଣିଆ
Inspirational
ନୀରବ ଝଡ଼
Sudipta Kumar Panda · 1 min read · 133 reads
ଆଜି ମୋ ଧର୍ମପତ୍ନୀ କିଛି ଶୁଣୁନାହାନ୍ତି ମୋ ଉପଦେଶ ଅବା ଅନୁରୋଧ ପୁଅ ଝିଅମାନେ ବି ଶୁଣିବାକୁ ନାରାଜ ନୀରବ ଝଡର ଭୟରେ।
Others
Loading…
Next page →