StoryMirror - Read, Write, Share & Repeat- କ୍ଲିନ୍ ଇଣ୍ଡିଆ କ୍ଲିନ୍Srinibas Mahalik · 1 min read · 6.8K readsଆଗଆଡୁ ଅଛି ଫୋର୍
ମୁଣ୍ଡ ବିଗିଡ଼ିଲେ ଶୁଣିବନି ଆଉInspirational
- କରୋନା ବେଳେ କରୁଣାBISWESWAR MAJHI · 1 min read · 324 readsଆହୁରି କଥାଏ କହୁଛି କିଣିକି ଘରେ ନ ଭର ଗୋଦାମ
କଳା ବଜାରୀଙ୍କୁ ମଉକା ମିଳୁଛି ଗରିବ କାହୁଁ ଆଣିବ !Others
- ସ୍ତ୍ରୀ ମୋ କହୁଛି-୨Santanu kumar Meher · 1 min read · 157 readsସ୍ତ୍ରୀ ମୋ କହୁଛି
ଆଜିର ମ୍ୟାଚରେ ,
ଭାରତ ଜିତିଲେ
ଦେବି ସମସ୍ତଙ୍କୁ ଗୋଟେ ଭୋଜି ।।୧।।
ଇଂଲଣ୍ଡ ଦେଶର,
ମାନଚେଷ୍ଟାର ପଡିଆରେ
ଦର୍ଶକଙ୍କ ଭିଡ,
ହସୁଛି-କାନ୍ଦୁଛି ଦେଖ ।
ଭାରତୀୟ ଝିଅ-ପାକିସ୍ତାନ ଜ୍ୱାଇଁର
ଶୁଖିଯାଉଅଛି ଦେଖା ମୁଖ ।।୨।।
ସ୍ତ୍ରୀ ମୋ କହୁଛି-
ଫୋନ ଚାର୍ଜ କରି,
ରଖିଥାଅ ଏବେଠାରୁ ।
କାଳେ ବିଦ୍ୟୁତ ,
ଚାଲିଯିବ ଘରୁ ବାହାରୁ-
ଦେଖିବା ଜିଓ ଟିଭିରୁ ।।୩।।
ପାଣି ବୋତଲକୁ,
ସଜାଇ ରଖିଛି -
ତା ସାଙ୍ଗେ ଫଳମୂଳ ଯେତେ ସାରା ।Others
- ତୁମେ ପ୍ରଶଂସାର ପାତ୍ରBiren Kumar Behera · 1 min read · 384 readsଆକାଶମାର୍ଗରୁ ସ୍ଥିତି ପରଖିଲ,
ବୟସର ଅପରାହ୍ନେ ।
ହେ ନବୀନ ତୁମେ ଜିତିଲ ହୃଦୟ,
ଓଡିଶା ରଖିବ ମନେ ।।
ତୁମ କାର୍ଯ୍ୟ ଦେଖି ମାନ୍ୟବର ମୋଦି,
ବଢାଇଲେ ତାଙ୍କ ହାତ ।Others
- ମୋଦୀ ଆଉ ଦୀପJyoti Ranjan Subudhi · 1 min read · 2.9K readsଯେମିତି ସାହି ଯାକ
ୟାକୁ ପୁଣି ଦୀପକୁ ଭାବିବ ଦୀପାବଳି ଯିଏ ,
ନାହିଁ ତାଠାରୁ ବଳି ମୂର୍ଖ
ଏବେଳରେComedy
- ସ୍ବଚ୍ଛ ସୁନ୍ଦର ଆମ ଗଂଜାମSudhanjali Mishra · 1 min read · 347 readsବାପୁଙ୍କ ସ୍ବପ୍ନ ହେବ ସାକାର
ସଫଳ ହେବ ଅଭିଯାନ
ତେବେ ଯାଇ ଆମେ କହିବା ସଭିଏଁ
ସ୍ବଚ୍ଛ ସୁନ୍ଦର ଆମ ଗଂଜାମ .....
ସ୍ବଚ୍ଛ ସୁନ୍ଦର ଆମ ଗଂଜାମOthers