English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ସ୍ଵର୍ଗଶିର
32 poems
ପ୍ରଥମ ଦୃଷ୍ଟିରେ
Prasanta kumar Hota · 1 min read · 13.7K reads
ଜହ୍ନ ଆଲୁଅରେ କେବେବି ଝଲସେ ସତେକି ଏ ପ୍ରେମ ଥିଲା ଆଦ୍ୟରସେ ପ୍ରଥମ ପ୍ରେମର ପ୍ରଥମ ଝଲକେ ରହିଛି ସାଥିରେ ଧରିଛି ମୁଁ ବୁକେ
Others
ରିକ୍ତତାର ଗୌରବ
ଓଡ଼ିଆ ଗଳ୍ପ ଓ କବିତା - ୧ · 1 min read · 6.9K reads
ଦୁର୍ଦ୍ଦିନେ କିପାଁ ଡାକିଛି ତୁମରେ ଲୋତକେ,ନେତ୍ର ବୁଜି ! ନିଃସଙ୍ଗ କରି ସଙ୍ଗ ତୁମର ଖୋଜାଇଲ ଆଖିଜଳେ, ଭାଗ୍ୟ କହିବି କା'ରେ ?
Classics
ସ୍ୱାର୍ଥପର
Chittaranjan Lenka · 1 min read · 1.4K reads
ଭୁଲିଗଲୁ ତାକୁ ଅତି ସହଜରେ ହୋଇ ଏ ଦେଶ ସନ୍ତାନ ସବୁ ପଛେ ଦେବୁ ସ୍ୱାର୍ଥ ଦେବୁ ନାହିଁ ଏହା କି ତା ପ୍ରତିଦାନ?
Others
ଦୁଃସହ ଏକାନ୍ତ
Biswaranjan Mohanty · 1 min read · 218 reads
ସବୁରେ ଉପେକ୍ଷି ମୋର ଦୃଷ୍ଟି ଯାଏ ଦୂରେ ଦେଖେ ଚକ୍ର ହାତେ ଥାଅ ଶିର ନିକଟରେ
Inspirational
ଦେବତ୍ଵ ପ୍ରାପ୍ତି
Pranati Mahapatra · 1 min read · 280 reads
ବାରମ୍ବାର ଧିକ୍କାରର ହାତୁଡି ପ୍ରହାର ପାଖରେ ମଧୁର ଚୁମ୍ବକୀୟ ଶବ୍ଦ ଜିଇଁବାର ଅଦ୍ଭୁତ ନିଶା ଜଗାଏ। ଶରୀରରେ, ଆତ୍ମା ରେ,ହୃଦୟରେ। କର୍ଣ୍ଣ ଗୁହ୍ୟରେ ଗୁଞ୍ଜରଣ ହୁଏ ପଥରର ଆଘାତ ସହିଲେ ଦେବତ୍ଵ ପ୍ରାପ୍ତି ହୁଏ।
Others
ମା ଓ ମମତା
Mrunmayee Behera · 1 min read · 181 reads
ମା ଓ ମମତା
Others
Loading…
Next page →