English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#5
48 poems
ଗଣତନ୍ତ୍ର (5)
Surjyakanta Dash · 1 min read · 13.4K reads
ଗଣତନ୍ତ୍ର (5) ସକାଳର ଖରା ଭାରି ଶୁନ୍ ଶାନ୍ ତା ସାଂଗକୁ ଆହୁରି ନିଛାଟିଆ ଲାଗେବିଛେଇହୋଇ ପଡିଥିବାଶୀତ ସକାଳର କୁଆସାକେଜାଣି କୋଉଠି ଅଘଟଣ ଘଟିନିତ ?ମିଛେଇ ମନର ଭାବନାରେଜୁଡୁ ବୁଡୁ ହୃଦୟଟାଛାଟ ପଟ ହେଉଛି କାଂହିକି ?ଶୁନ୍ୟ ସକାଳର ଛାତିଚିରିଯେମିତି ଭାସି ଆସୁଛି କାହାରଆର୍ତ ଚିତକାର୍ ...ମତେ ରକ୍ଷାକର ...ମତେ ରକ୍ଷାକରମନିଷ ମାଂସ ଖିଆ କବଳରୁ ...ନିରିହ ଝିଅ ଟିଏଅବଳା ,ଦୁର୍ବଳାଦୁନିଆ ଦେଖିବା ଆଗରୁଦେଖିବାକୁ ହୁଏ ଲଜ୍ଜାର ଦୁନିଆକେହିଜଣେ ଦୁର୍ବୁତ ଝାମ୍ପିନେଇଛିତାକୁ ତାର ଦୁନିଆରୁ ...ଆଦିମ ପିପାସାକୁ ମେନ୍ଟାଇବାକୁ ଯାଇଖିନ୍ ଭିନ୍ କରିଛି ଦେହକିଛି ଭାବିବା ଆଗରୁଆବିଷ୍କୃତ ହୁଏ ହସ୍ପିଟାଲରେଦେଖେ ବେଡର ଚାରିପାଖେ ଗଣମାଧ୍ୟମ ପ୍ରତିନିଧି ,ମହିଳା ସଂଗଠନ ପ୍ରତିନିଧି ,ପୋଲିସ ,ଆଉ ଅନେକ୍ ଲୋକକଣ କହିବ ସିଏ ?କାହାକୁ କହିବ ?ପୋଲିସ ତାକୁ ପଚାରୁଛିକିପରି କହିବ ସେ ଲଜ୍ଜାର କଥାଭାବୁ ଭାବୁ ମାଡିଆସେ ଘୋର୍ ଅନ୍ଧକାର୍ଆଖି ଚାରିପାଖେ କାୟା ବିସ୍ତାର କରି ...ମୁର୍ଛା ଯାଏ କ୍ଷଣିକରେ ...ସେହି ମନିଷ ରୁପି ବ୍ୟାଘ୍ର ରନଖ ରାମ୍ପୁଡା ଠାରୁଆହୁରି କଷ୍ଟ ,ଆହୁରି ଭୟାନକପୋଲିସ ଆଉ ଅନ୍ୟ ମାନନ୍କପ୍ରଶ୍ନର ଉତରଦେବା ...ପାରେନୀ ସେ ନିଜକୁ ...ଗୋଟିଏ ପ୍ରସ୍ପୁଟିତ କଳିକାଫଳରେ ପରିଣତ ହେବା ଆଗରୁବୃନ୍ତଚ୍ୟୁତ ହୁଏ ..ପ୍ରଶ୍ନଉଠେ ଏଠି ବାରମ୍ବାରକାଂହିକୀ ହୁଏ ଏମିତିଏହି କି ଆମର ସଭ୍ୟତା ?ଏହା କି ଆମର ଗଣତନ୍ତ୍ର ?ଏହାଦ୍ବାରା କ୍ଷୁର୍ଣ ହୁଏନିକିଆମର ଗଣତନ୍ତ୍ରର ଭାବନା ...
Others
ମଣିଆ
Sambit Srikumar · 2 min read · 241 reads
ମଣିଆ
Abstract
ମୋ ଦୈନନ୍ଦିନୀ
Lalatendu Kabi · 1 min read · 6.6K reads
ଅନୁ -- ଅନୁଯୋଗ ଯୋଗେ ଜିଜ୍ଞାସା | ଘୋଷେ – ଘୋଷିତ ସତ୍ୟ ଏ ମୋ ଭାଷା || 1 ଭାସେ -- ଭୂଷିତ ଶ୍ଵେତ ସିତ କରେ; କରି -- କରିତ ରୁତ ମୋ ଅନ୍ତରେ || 2 ତରୁ -- ତିରଣେ ଅରଣ୍ୟେ ରଣିତ; ନତ -- ଆନନ ଅନୟେ ନିୟତ || 3 ଏ ତ -- ଇୟତ ମୋ ଅଣ ଆୟତ୍ତ; ଯଥା – ଯୁଥ-ଯୁତ ଜଳେ କୈବର୍ତ୍ତ || 4 କେବେ -- କବିତା-ବିତାନେ ବିତାନ ତାନେ -- ତମା ଅତମସ ତମନ || 5 ମଣି -- ମନାସି ମାନସେ ନବୀନ ଭାନ – ବର୍ଣ୍ଣ-ବନେ କରେ ବୀକ୍ଷଣ || 6 କ୍ଷୀଣ -- କର୍ଣ୍ଣିକାରେ କରି କରଣ୍ଡ କୁଣ୍ଡେ -- ରଣ୍ଡକୁ ରୁଣ୍ଡାଏ କୁଷ୍ମାଣ୍ଡ || 7 ଇଷ୍ମେ -- ସ୍ମାରିତ ତାରତମ ରୁତେ ତର -- ମରୁତେ ମରେ ମୁଁ ମରତେ || -8 ରମି -- ରାମପୂଗ ପୂର୍ଣ୍ଣ ପ୍ରାଙ୍ଗଣୁ ଗାନ - ଗହନ ଗାଏ ମୁଁ ଅହନୁ || -9
Others
ଭଲପାଏ ବୋଲି!!
Sambit Srikumar · 1 min read · 365 reads
ସବୁ ଜାଣ ସବୁ ବୁଝ ମୋ ମନର ଭାବନା ତଥାପି ରୁହ ନିଶ୍ଚୁପ ନିର୍ବିକାର ଦୂରେ ଥାଇ ମୁଖରେ କାରୁଣ୍ୟ ଭ
Abstract
ସ୍ବର୍ଗ - ନର୍କ ଏଇଠି
Kunja Bihari Dalai · 1 min read · 286 reads
ପୁରୁଷ ଯେ ଘରେ ସ୍ତ୍ରୈଣ ହୋଇ ରହେ ସଂସ୍କାର ସେ ଘରେ ରୋଗୀ, ଜୀବ ଥାଉଁ ଥାଉଁ ସେଇ ଘରେ ନର ସ୍ବ
Abstract
ଅଭିମନ୍ୟୁସାମନ୍ତସିଂହାର
Chittaranjan Nanda · 1 min read · 235 reads
ଅଦ୍ଭୁତ ଶକ୍ତିଶାଳୀ ଥିଲା ଅଭିମନ୍ୟୁଙ୍କ ବିପ୍ରଳମ୍ଭ ଶୃଙ୍ଗାରର ବର୍ଣ୍ଣନାରେ ବାହ୍ୟ ପ୍ରକୃତି ଓ ଚିତ୍ ପ୍ର
Others
Loading…
Next page →