Classics · Top ranked
ଓଡ଼ିଆ · poems
- ଖୋଜୁଛି କାହାର ଛୁଆଁବି. ନିରୁପମା · 1 min read · 1.2K readsମୋ ତନୁରେ ଏବେ ଭରା ଯଉବନ
ଖୋଜୁଛି କାହାର ଛୁଆଁ ,
ଯାହା ସାଥେ ଏଇ ମନଟି ମିଶିିବ
ବିଶ୍ବେ ରଟିଥିବ ନାଆଁClassics
- ନୀରବSudhakar Pradhan · 1 min read · 1.1K readsନୀରବେ ନିରାଶ ହୃଦେ ବହେ ଦୀର୍ଘଶ୍ବାସ,
ସୁଖେ ଦୁଃଖ ପରାଣର ନୀରବ ଆଶ୍ବାସClassics
- ସବୁ ଜାନକୀଙ୍କୁ ଜଣାବି. ନିରୁପମା · 1 min read · 919 readsସୁଗ୍ରୀବଙ୍କ ସଙ୍ଗେ ମିତ୍ର ହୋଇଅଛୁ
ସୀତା ଠାଵ କରିବାକୁ ,
ସାହସ ଟିକିଏ ଯୋଗାଇବ ତୁମେ
ତାଙ୍କୁ ଧୈର୍ଯ୍ୟ ଧରିବାକୁ ।Classics
- ଦୁଇଟି କବିତାବି. ନିରୁପମା · 1 min read · 922 readsଭିକ୍ଷା ପାତ୍ର ଧରି ଘୂରି ବୁଲୁଅଛ
ଯାତନା ଭୋଗୁଛ ଘୋର ,
ଚଳ ମୋ ସାଥିରେ ସ୍ୱାଗତ ପାଇଁକି
ପ୍ରସ୍ତୁତ ଏ ରାଜପୁର ।।Classics
- ମରତକୁ ଶୀତ ଆସିଲାବି. ନିରୁପମା · 1 min read · 751 readsଆମ୍ବଗଛ ସାରା ନେନ୍ଥି ନେନ୍ଥି ହୋଇ
ବଉଳ ଯେ ଭାରି ବାସିଲା ,
ବାରମାସୀ ସେଇ ଟିକି ଚଢ଼େଇଟି
ସରାଗରେ ମହୁ ଶୋଷିଲା ।Classics
- ତୋ ସୁଖରେ ମୋର ସୁଖବି. ନିରୁପମା · 1 min read · 26.3K readsମୋ ସୁଖ ସପନ, ଆରେ ପ୍ରାଣଧନ
ତୋ ସୁଖରେ ମୋର ସୁଖ,
ଜୀଇଁଥିବା ଯାଏ ଶୁଭ ମନାସିବି
ଭୁଲିଯାଇ ସବୁ ଦୁଃଖ ।"Classics
- ତପସ୍ଵିନୀ - ପଞ୍ଚମ ସର୍ଗGangadhar Meher · 4 min read · 1.2K readsଏକେ ତ ମଧୁର ବସନ୍ତ କାଳ,
ବାଳଭାନୁ ହେମ କିରଣ ଜାଳ,Classics
- ବିଶ୍ଵାସNaresh Kumar Behera · 1 min read · 26.9K readsତୁମେ ତ ଆତ୍ମା
ଏ ଶରୀର ଯେ କେବଳ
ଏକ ଖୋଳପା, ବସ୍ତ୍ର ମାତ୍ର
ଯାହା କୁହନ୍ତି ଶ୍ରୀକୃଷ୍ଣClassics
- ଯୁଗ୍ମ କବିତାବି. ନିରୁପମା · 1 min read · 778 readsତୁମ ଚରଣର ରେଣୁ ଟିକେ ଆଣି
ମୋ ଶିରରେ ଦିଅ ବୋଳି ,
ସେତିକିରେ ମୁହିଁ ସୁସ୍ଥ ହୋଇଯିବି
ଚାହୁଁ ଚାହୁଁ ଆଗଭଳି ।Classics
- ଅବନୀରେ ଅଛି ଖ୍ୟାତିବି. ନିରୁପମା · 1 min read · 534 readsବଡ଼ ଦୟାବନ୍ତ ତୁମେ ତ ଅନନ୍ତ
ସଦାଶିବଙ୍କର ରୂପ ,
ମୋ ଗୁହାରି ଘେନା କରିଲେଟି ସିନା
ସଫଳ ହେବ ମୋ ଜପClassics
- ଦିଅ ମୋତେ ଜ୍ଞାନାମୃତବି. ନିରୁପମା · 1 min read · 538 readsଏ ରୂପ-ଯୌବନ ହେବ ଦିନେ ଶୂନ୍ୟ
କହୁଛି ଯା' ମୋର-ମୋର ,
ବେଳଥାଉଁ ତେଣୁ ତୁମ ଆଶ୍ରା ନେଲି
ଶିଷ୍ୟା ପଣେ ଘେନାକର ।।Classics
- ପୁରୁଣା ନୂଆ ରୂପରେNaresh Kumar Behera · 1 min read · 28.2K readsସବୁ
ଖାଁ ଖାଁ ...
ତଥାପି ସଭିଏଁ ବ୍ୟସ୍ତ
ଯେପରି କିଛି ହେଇନାହିଁ ।Classics
- ହେ ଅର୍ଜୁନBasanta Bhoi · 1 min read · 724 readsବୃଥା କିମ୍ପା
ଲୋଭ ତୋର ଏତେ
ତୋ ଶଙ୍କଟେ
ଏଇ ମାନେ
ରଖିଥିଲେ କିରେ ବାବୁ ତୋତେ ?Classics
- ଅହଙ୍କାର କଲ ଭଗ୍ନବି. ନିରୁପମା · 1 min read · 855 readsମୁଁ ଦେବେନ୍ଦ୍ର ବୋଲି ଥିଲା ଅଭିମାନ
କିନ୍ତୁ ତା' ତୁମରି ଦୟା ,
ଗୋପାଳ ବେଶଟି ବହିଅଛ ନାଥ
ସୃଷ୍ଟି ହିତେ କରି ମାୟା ।Classics
- ତପସ୍ଵିନୀ - ଦ୍ଵିତୀୟ ସର୍ଗGangadhar Meher · 5 min read · 947 readsପ୍ରକୃତି-ସମରେ ସେମାନେ
ପୁଣି ହୁଅନ୍ତି ସେନା,
ଆବରଣ କରି ଶରୀରେ
ଘନ-ପଲ୍ଲବ-ସେହ୍ନାClassics
- ତପସ୍ଵିନୀ - ତୃତୀୟ ସର୍ଗGangadhar Meher · 5 min read · 1.2K readsପ୍ରକୃତିର ଶାନ୍ତି- ଯଜ୍ଞରେ ନୃପତି-
ସୁଖଟି ସ୍ୱଭାବେ ବଳି,
ଦୃଢ଼ ଧର୍ମ-ଦାମେବଦ୍ଧ ନିଜ କାମେ
ପାଦେ ନ ପାରଇ ଚଳି |Classics
- ତରୁଣ କବିର ଆଶା -୧ଓଡ଼ିଆ ଗଳ୍ପ ଓ କବିତା - ୧ · 1 min read · 28.2K readsଭାବିଥିଲି ଯିବି ଅସୀମ ପଥେ
ସୁରଭି-ଶୀତଳ-ମଳୟରଥେClassics
- କହିଲି ମନ ଖୋଲିବି. ନିରୁପମା · 1 min read · 14.3K readsଜାଣିଲି ଯେବେ ତୁମକୁ ମୁହିଁ
ଜଗତନାଥ ବୋଲି,
ଭରସା କରି କହିଲି ତେଣୁ
ମୋ ମନ କଥା ଖୋଲି।।Classics
- ଏ କି ନିୟତିର ଚକ୍ରବ୍ୟୁହ!Naresh Kumar Behera · 1 min read · 27.2K readsଶାନ୍ତିରେ ଯେ ଶୋଇଥିଲି ମୁଁ ମାତାଙ୍କ ଗରଭେ;
ଏ ଧରାରେ ପାଦ ଦେବାକ୍ଷଣି, ଲେଖି ଦେଲ ପୁଣି ତୁମେ
ଦୟା, କ୍ଷମା, ଲୋଭ, ମାୟାର ଦୀର୍ଘ ଏକ ଜୀବନ |Classics
- ଚହଲା ପାଣିRAHAS KUMAR BEHERA · 1 min read · 11.8K readsବହୁଛି ବାଆ
ପଣତ ଖସିଲେ
ସରମି ଯାଆ
ଲାଜରେ ଟାଣଇ ଗାର ,
ନହନହକା
କଅଁଳ ଅଣ୍ଟାରେ
ପଶିଚି ରକା
କିଏସେ ମାରିଛି ତୀର |୬|
ସୋରିଷ ଫୁଲ
କରୁଛି....Classics
Loading…