by GAGAN KUMAR DASH ✓ · 27 Oct 2020
ସେ ଅଚିନ୍ତ୍ୟ ଅବ୍ୟୟ ସଦା ଚିରାନନ୍ଦ, ସର୍ବ ଭୂତାଶ୍ରୟ ଅଦୃଶ୍ୟ ନିର୍ଗୁଣ ଧନ ଯା'ର ସହ ସଙ୍ଗିନୀ ସିନା ।ବାଇମନ ହୋ... ସେ ସୂକ୍ଷ୍ମ ସେ ସ୍ଥୁଳ ଅନିତ୍ୟ ଆନନ୍ଦ ବିଦ୍ଯା ଏକ ଅଙ୍ଗି ସଦା ଜିତେନ୍ଦ୍ରିୟ ତାକୁ କି ଦେଖିବ ପାପୀ ଚେତନା ।ବାଇ
Loading comments…
Loading comments…