StoryMirror - Read, Write, Share & Repeat- ଚଉପଦୀ (143)ଓଡ଼ିଆ ଗଳ୍ପ ଓ କବିତା - ୧ · 1 min read · 258 readsଦେଖ ପତଙ୍ଗକୁ କେମନ୍ତ,
ଅନଳ ପାଶକୁ ଧାଏଁ ନିରତ,
ଗଲେ ହେଲେ ତାର ଜୀବ ତClassics
- ସୈନିକAbhisek Das · 1 min read · 13K readsମୋର ପ୍ରତି ଶିରା ପ୍ରଶିରାରେ,
ଲେଲିହିନ ବହ୍ନି , ଦୀପ୍ତ ହୋଇ ଜଳେ।
କେତେବେଳେ ଉଡେ଼ ଆକାଶ ବକ୍ଷରେ,
କେତେବେଳେ ବୁଡେ଼ ଅତଳ ସାଗରେ।Inspirational
- ଫୁଲରାଣୀLalatendu Kabi · 1 min read · 6.4K readsଫୁଲେଇ ଝିଅ ସରି କହେନା କଥା ପଦେ,
ସତେ କା' ସହଚରୀ, ଲୋଟିବ ପ୍ରିୟ ପଦେ ॥୨Others
- ଚଉପଦୀ (124)ଓଡ଼ିଆ ଗଳ୍ପ ଓ କବିତା - ୧ · 1 min read · 110 readsକୃପାରେ ମାନସ ରଖାଇଲୁ
କରେ ପୟୋଧର ରଖାଇଲୁ
ହେମ ପଚା ସାର ପଲ୍ଲବ ପାଲିରେ
ପଚାଇବା ରୀତି ଦେଖାଇଲୁ (3)Classics
- ଶେଷ ଅଂଶRabindra Kumar Biswal · 1 min read · 222 readsମହମବତୀର ଏକ ଶିରାଟିଏ ମୁଁ
ସିଗାରେଟର ଶେଷ ଅଂଶଟିଏ ବି ମୁଁ
କିଛି ଶାନ୍ତ, ସୁନ୍ଦର ଇଚ୍ଛାଙ୍କର
ଏକ ଅମୃତମୟ ମୁହୂର୍ତ୍ତ ହିଁ ଦେଇଦିଅ
ବାସ, ଜଳିଯାଏ
ଜଳି-ଜଳି ଜଳିଯିବିOthers
- ଭଜନGAGAN KUMAR DASH · 1 min read · 181 readsସେ ଅଚିନ୍ତ୍ୟ ଅବ୍ୟୟ ସଦା ଚିରାନନ୍ଦ,
ସର୍ବ ଭୂତାଶ୍ରୟ ଅଦୃଶ୍ୟ ନିର୍ଗୁଣ
ଧନ ଯା'ର ସହ ସଙ୍ଗିନୀ ସିନା ।ବାଇମନ ହୋ...
ସେ ସୂକ୍ଷ୍ମ ସେ ସ୍ଥୁଳ ଅନିତ୍ୟ ଆନନ୍ଦ
ବିଦ୍ଯା ଏକ ଅଙ୍ଗି ସଦା ଜିତେନ୍ଦ୍ରିୟ
ତାକୁ କି ଦେଖିବ ପାପୀ ଚେତନା ।ବାଇClassics
Loading…