English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#କୁଆଁରୀମା
237 storys
କଳଙ୍କିନୀ
Satyabati Swain · 8 min read · 206 reads
କିଛି ଦିନ ଗଲାରୁ ଶୁଣିଲି ସୁଧା ତା ବଳତ୍କାରୀ ଦାଦା ପୁଅକୁ ପନିକିରେ ହାଣି ତା ହାତ ଗୋଡ଼ ଟିକି ଟିକି କରି କାଟି ଗୋଟିଏ ବ୍ୟାଗ୍ ରେ ଭରି ଥାନାରେ କହିଲା, " ମୁଁ ବାଘ ଶିକାର କରି ଆଣିଛି।
Drama
ଆଖି
Subhakanta Sahu · 4 min read · 7.2K reads
କୁଆଁର ପୁନେଇ ଜହ୍ନ ଯେ କେବଳ ସମୁଦ୍ରରେ ଯୁଆର ଉଠାଇ ପାରେ ତା’ ନୁହେଁ, ସେ ଅସଂଖ୍ୟ କୁଆଁର କୁଆଁରୀଙ୍କ ମନ ସମୁଦ୍ରରେ ସୃଷ୍ଟି କରେ ଉତ୍ତୁଙ୍ଗ..
Inspirational
ତଟିନୀର ତଟେ
ପ୍ରିୟଦର୍ଶିନୀ ମହାନ୍ତି · 3 min read · 491 reads
ସେ ସବୁବେଳେ ଚାହିଁ ବସିଥାଏ କୁଆଁରୀ ଝିଅର ବାଟକୁ। ବାଡୁଅ ପାଣିରେ ଗାଧୋଇବା ପାଇଁ ସେ ତା'ରି ତଟକୁ ଆସିବ।
Fantasy
ଭୁଲ୍ କାହାର ?
Nayak Akshaya raazhasti · 2 min read · 117 reads
ଭୁଲ୍ କାହାର ?
Tragedy
ଭିନ୍ନ ଏକ ମା
Lopamudra Parida · 10 min read · 115 reads
ସେ ଝଟ୍ କି କରେଣ୍ଟ ସକ୍ ଲାଗିଲା ପରି ମୋ ହାତକୁ ଛାଟିଦେଇ ମୋ ଥୋମଣି ଟେକିକି ମୋ ମୁହଁ କୁ ଚାହିଁଲା ଆଉ କାଖେଇ ନେଇ ମୋ ମୁଣ୍ଡ ରେ ଚୁମା ଦେଇ କହିଲା
Drama
ସ୍ମୃତି
T.Durga Prasad Rao · 11 min read · 690 reads
ସେ ନିଶ୍ଚୟ ପଚାରିବ ହୀରଣ୍ମୟଙ୍କ ଏ ଅନ୍ୟମନସ୍କତା, ଏ ଭାବପ୍ରବଣତା କାହା ପାଇଁ। ଏତେ ବର୍ଷ ଧରି କେଉଁ ଯନ୍ତ୍ରଣାକୁ ସେ ହୃଦୟ ଭିତରେ ସାଇତି ରଖିଛନ୍ତି। ପତ୍ନି ହିସାବରେ ଏକଥା ଜାଣିବାର ତାଙ୍କର କଣ ଅଧିକାର ନାହିଁ ?
Romance
Loading…
Next page →