Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଖୁଡି
6 storys
ମୋ ବାପା
Ranjit Sahu · 3 min read · 463 reads
" ଡେରି ହେଇଯିବ, ଯାଆ ଶୀଘ୍ର," ବୋଉ କହିଲା, " ବାପାଙ୍କର ସମୟ ଜ୍ଞାନ ତୋର କେବେ ଆସିବ କେଜାଣି !"
Tragedy
ସ୍ୱାଧୀନତାର ସୂର୍ୟଦୟ
Maitreyee Kamila · 2 min read · 590 reads
ଅସିନ ମାସରେ ଦୁର୍ଗା ପୂଜା ମାସେ ପୂର୍ବରୁ ମୁଢି ଭଜା ଖଇ ଭଜା ଲଡ଼ୁ ମୁଆଁ ଖଜା ଉଖୁଡା ସବୁ ତିଆରି କରି ରଖିଥିବ ଘରକୁ କୁଣିଆ ଆସିବେ ବୋଲି।ଯେତେ ଡାକ କାହାରି ବନ୍ଧୁ ଘର ବାହାଘର ସୁଧଘର କୁ ଯିବା ପାଇଁ ବେଳ ନାହିଁ।
Drama
ମାଆ
Manoj Dalbehera · 3 min read · 488 reads
ଶୁନଶାନ ଶ୍ମଶାନ ଭିତରଦେଇ ସ୍ତ୍ରୀଲୋକଟିଏ ଆସୁଥିଲା ଏକାଏକା I ଆଶ୍ଚର୍ଯ୍ୟ ହେଲି ମୁଁ ନିଛାଟିଆ ଖରାବେଳେ ଏକାଏକା ଆସୁଥିବାର ଦେଖି I କାରଣ ନିଛାଟିଆ ବେଳେ ଏଠାରେ ଲୁଟପାଟ ହେବାର ନଜିର୍ ରହିଛି I ଏଇ ତ ଅଳ୍ପଦିନ ତଳେ ଦୁର୍ଘଟଣାଟିଏ ଘଟିଥିଲା ଏଇ ବାଟରେ I ପଚାରିଲି – ମାଆ ! ଏ ନିଛାଟିଆ ରାସ୍ତାରେ ତୁ ଏକା ଯେ ? ତୋତେ କ’ଣ ଭୟ ଲାଗୁନାହିଁ ? ସ୍ତ୍ରୀଲୋକଟି ଅଳ୍ପ ହସିଦେଲା I କହିଲା – କାହିଁକି , ମୋ ସାଙ୍ଗରେ ମୋ ପୁଅ ଅଛି ପରା ?
Others
ଧୂମାୟିତ ଆଇନା
Kamala Satpathy · 18 min read · 7.4K reads
ଶାଶୁବୋହୂର ସଂପର୍କ ତ ସବୁବେଳେ କଣ୍ଟାଗଦାର ସଂପର୍କ, କିନ୍ତୁ ଖୁଡିଙ୍କ ଘରେ ତାହା ଟିକିଏ ଆବଶ୍ୟକତା ଠାରୁ ଅଧିକ ଥିଲା ପରି ଲାଗୁଥିଲା ।
Drama
ମନୋସ୍କାମନା
Sunanda Mohanty · 1 min read · 71 reads
ସେଦିନ ଖୁଡିଙ୍କର ଏକା ଜିଦ, ଠାକୁର ଙ୍କୁ ଦର୍ଶନ କରି ହିଁ ଯିବେ, ନାତି ଟିଏ ପାଇଁ ମାନସିକ କରିବେ,
Abstract
କମଳା ଗଛ
kamal kumar dash · 1 min read · 207 reads
କମଳା ଗଛ
Drama