StoryMirror - Read, Write, Share & Repeat- ଇଞ୍ଜେକ୍ସନ ଦିଆ ବ୍ଲାଉଜବଳରାମ ବାରିକ · 7 min read · 312 readsସମସ୍ତେ ମଣ୍ଡପ ଦ୍ୱାର ନିକଟକୁ ଗଲେ । ବର ପହଞ୍ଚି ସାରିଥିଲା ବୋଧହୁଏ । ବରଯାତ୍ରୀ ମାନେ ମଣ୍ଡପ ଆଗରେ...Drama
- ଚାକିରିଆ ପୁଅ ମୋରMaheswar sahoo · 16 min read · 939 readsମହେଶ, " ନାଁ ନାଁ ମୋର ଭୁଲ ହେଇ ଯାଇଛି । ମୁଁ ମୋ ଭୁଲର ବହୁତ ଅନୁତାପ କରୁଛି । ୟେ ବାପା !ୟେ ମାଆ ଜାଣିଛୁ ଲୋ ମୁଁ ଏବେ ଯାଏ ବାପା ହେଇନି ଲୋ!!! ଆଚାର୍ଯ୍ୟ ପଣ୍ଡିତ ମୋତେ ଧିକ୍କାର କରି କହିଲେ ଯେକି ତମ ଦୁହିଁଙ୍କ ଉପରେ ବାପା ମାଆଙ୍କର ଆଶା, ସ୍ୱପ୍ନ ଓ ସେବାର ବିଶ୍ୱାସ ଭାଙ୍ଗିଥିବାର ଅଭିଶାପ ପଡିଛି । ତେଣୁ ମୋ ସହିତ ଚାଲ । ଆଉ ଜାଣିଛୁ ଲୋ ମାଆ ଲିଲିକୁ ପଣ୍ଡିତ କହିଛନ୍ତି ତମ ପାଦ ପାଣି ଦୈନିକ ଗାଧୋଇ ପିଇବାକୁ । ପାଦ ସେବା କରିବାକୁ ।Tragedy
- ଜହ୍ନମାମୁଁ -186ଓଡ଼ିଆ ଗଳ୍ପ ଓ କବିତା - ୧ · 2 min read · 7.7K readsଗୌରୀ କହିଲା “କଥା କ’ଣ କି, ମୋ ସ୍ୱାମୀ ସୁନାମୋହର ଭରା କଳସ ପାଇଛନ୍ତି ଅଥଚ ସେ ମୋ ପାଇଁ ଶାଢୀ ଅଳଙ୍କାର କିଣି ଦେଉ ନାହାଁନ୍ତି – କିନ୍ତୁ ତମେ .....Children
- ଗୌରୀLaxman Kumar Behera · 6 min read · 433 readsଆପୋଲୋ ହସପିଟାଲ୍ ର ଡାକ୍ତର ହୃଷିକେଶ ମିଶ୍ର ସୌରଭର ଅବସ୍ଥା ଦେଖି ତା'କୁ ଅନେକ ଗାଳି କରି କହିଲେ, ଆଜି ତୁମର କିଛି ହେଇଗଲେ ତମ ପରିବାରର ଅବସ୍ଥା କ'ଣ ହେବ ? ଥରେ କେବେ ଭାବିଛ ? ଗାଡି ଚଳାଉଛ ମନା ନାହିଁ । ତା' ବୋଲି ମଦ ପିଇ, ଅଶିନିଦ୍ରା ଥାଇ, ଟ୍ରାଫିକ୍ ନିୟମ ନ ମାନି, ଆଗ ପଛ - ବାମ ଡାହାଣ କିଛି ନ ଦେଖି ଦ୍ରୁତ ବେଗରେ ଗାଡି ଚଳାଇବ ? ତୁମ ପରି ଫାଲତୁ ପିଲାମାନଙ୍କ ପାଇଁ ଆଜି ଅନ୍ଯର ପରିବାର ବିନା କାରଣରେ ଦୁର୍ଘଟଣାର ଶୀକାର ହୋଇ ଯନ୍ତ୍ରଣାରେ ମାସ ମାସ, ବର୍ଷ ବର୍ଷ ଧରି ଛଟପଟ ହେଉଛନ୍ତି ।Others
- ଭିନ ଏକ ପ୍ରେମ କାହାଣୀRama Chandra Padhi · 9 min read · 396 readsଆଉ କେଦାର ଗୌରୀ ନିଜ ସ୍ୱପ୍ନର ଘର ଆଗରେ ଥିବା ଫୁଲ ବଗିଚାରେ ପଡିଥିବା ବେଞ୍ଚ ଉପରେ ବସି, ହାତରେ ହାତ ରଖି, ପ୍ରେମରେ ଛନ୍ଦି ହୋଇ ହଜି ଯାଇଥିଲେ ଅତୀତର ସ୍ମୃତିରେ।Inspirational
- ଯାହାର ମନ ଯେଡେPramod Kumar Jena · 2 min read · 303 readsହଠାତ୍ ଗୋଟିଏ କାର୍ ଆସି ଦୁହିଁଙ୍କ ସାମ୍ନାରେ ଠିଆ ହେଲା । ଗାଡିକୁ ଦେଖୁ ଦେଖୁ ଜାଣିଲା ବାସନ୍ତୀ ଏଇଟା ତ ବାବୁଙ୍କର ଗାଡି ।Drama
Loading…