StoryMirror - Read, Write, Share & Repeat- ସମ୍ଭାବ୍ୟ ଅସୁବିଧାpratap nayak · 4 min read · 7.1K readsନିଶାର ଦ୍ୱାହିଦେଇ ସାରିଦେଲ ମୋ ମରମ ଘରର ଲାଜେଇ ସଂକୁଳ । ନିଶିଥର ମରୁପରେ ମୋ ସାଇତା ସରମ ଖିନଭିନ କଲ ପଶୁସମ ଆକଟ ନମାନି ମୋର ଲୁଟିଲ ସର୍ବସ୍ୱ ।Drama
- ଏ ଜୀବନେ ଫୁଲଟିଏ...Aniruddha Samantara · 2 min read · 7.3K reads"ରେ ମଣିଷ ! ଯେବେ ମୋ ସଜ ଶରୀରରେ ଶୋଇ ରାତି ବିତାଇଥିଲୁ ତାହା ତୋ ପ୍ରଥମ ରାତ୍ର ହୋଇପାରେ, ହେଲେ ଦେଖ, ଆଜି ମୁଁ ତୋ ଶରୀର ଉପରେ ଆଉ ଆଜି ତ ଶେଷରାତ୍ର l ପୁଣି ବହୁତ ପ୍ରଶ୍ନ କରୁଥିଲୁନା ମୋ ସ୍ଥିତିକୁ ନେଇ, ଏବେ ଦେଖ ତୋ ଅବସ୍ଥା, ତୋ ସ୍ଥିତି ? ଆଜି ମୁଁ ଜୀବିତ, ଆଉ ତୁ ମୃତ | ଆଜି ମୁଁ ଅଛି, ଆଉ ତୁ ନାହୁଁ | ଆଜି ମୁଁ ସଜ, ଆଉ ତୁ ବାସି l ତୁ ଅପବିତ୍ର, ଆଉ ମୁଁ ପବିତ୍ର, ପୂଜ୍ୟ, ଶlଶ୍ୱତ l"Others
- ଅତୁଟ ଏ ଭଲ ପାଇବା ।Ram Prasad Bisoi · 2 min read · 7K readsଏମ୍ମି ଆଉ ମତେ ଯଦି ଏ ପାରିରେ ମିଳନ ନକରନ୍ତି ତେବେ ଆରପାରିରେ ଆମକୁ ନେଇ ଆପଣଙ୍କ ପରି ରାଇଜରେ ଜାଗା ଦିଅନ୍ତୁ । ଆମେ ଉଡିବୁଲିବୁ । ଆପଣ ଜାଣନ୍ତି; "ଅତୁଟ ଏ ଭଲପାଇବା ।''Others
- ଆଜିର ବଉଳାPriyadarsini Das.PriYa❤️ · 4 min read · 294 readsତୁ ଫେରି ଯା -ସେ ବାଘ ମାମୁଁ ପାଖକୁ ।କିଛି ନ ହେଲେ ପଶୁ ହେଲେ ବି ସେ ବୁଝିବ ତୋ ମନ କଥା ।Abstract
- କପଡ଼ା ଦୋକାନୀ ପୁଅ ଆଇ.ଏ.ଏସ୍.Satyaprakash Sethy, M. A(UGC NET) · 8 min read · 196 readsକେତେବେଳେ କେମିତି ଉପର କ୍ଲାସରେ ପଢୁଥିବା କୋଉ ବଡ଼ ଭାଇ ଓ ଚିହ୍ନା ଜଣା ଲୋକକୁ ପାଠ ପଚାରି ହୁଏ। କିଛି ସାହାଯ୍ୟ ନପାଇଲେ ଗାଇଡ୍ ର ସାହାଯ୍ଯ ନିଏ।Inspirational
- ସ୍ଵାର୍ଥ Sabyasachi Swamy · 2 min read · 7.1K readsମୁଁ ପୁଣି ରାମକୁ ଖୋଜିଲି, ମୋ କବାଟ ତ ଟିକେ ଖୋଲେ। ଏହି ଭଳି ଏମିତି ଆହୁରି ଲୋକ ନ ଖାଇ ମତେ ଡାକୁଛନ୍ତି ଯେ !!! ମୁଁ ଯିବି କେମିତି ? ବୁଢାଟିର ଭୋକ ସମ୍ଭାଳି ପାରିଲିନି ବୋଲି ସିନା ଏଠି କଦଳୀଟେ ଦେଇ ଦେଲି। କିନ୍ତୁ ମତେ ଯିବାକୁ ପଡିବ ଅନ୍ୟ ଦରିଦ୍ର ପାଖକୁ। Inspirational
Loading…