English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ବନବିହାର
8 storys
ଅଭୁଲା ସେ ମୁହୁତ୍ତ କିଛି
Suresh chandra Padhy · 2 min read · 276 reads
ମା' ଙ୍କ ଦିବ୍ୟ ଦର୍ଶନ କରି ଧନ୍ୟ ମନେକଲୁ। ସବୁ ଶକ୍ତିପୀଠ ରେ ମା ଙ୍କ ପାଖରେ ଭୋଗ ଅର୍ପଣ କରି ଥିଲୁ।
Classics
ଉପଯୁକ୍ତ ଉତ୍ତର
Shibashis Padhee · 3 min read · 391 reads
ସେମାନେ ବି ଟିକିଏ ରାଗି ଯାଇଥିଲେ । ସେ ଭିତରୁ ଜଣେ ପ୍ରଶ୍ନ କଲେ- ଜାଗା ଦେବୁନି ଯା, ନ ଦେଲେ କଣ କରିବ ? ଉତ୍ତର ଦେବା ପାଇଁ ଟିକିଏ ଚିନ୍ତା କଲି ମୁଁ କାରଣ ଭୁଲ ଉତ୍ତର ବହୁତ ସମସ୍ୟା ବି ସୃଷ୍ଟି କରି ପାରେ । ବାହାର ଜାଗା ଏଣୁ ବହୁତ ଶାନ୍ତ ଭାବରେ ଉତ୍ତର ଦେଲି ମୁଁ ।
Others
ରାମ ବନ ବାସ
Suresh chandra Padhy · 2 min read · 189 reads
ରାମ ବନ ବାସ
Inspirational
ମୋର ପୁରଖା ମାଟି
Kumarlal Rana · 1 min read · 264 reads
ମୋର ପୁରଖା ମାଟି
Others
ଗୋଟେ ଗଛର କାହାଣୀ
Aravinda Das · 3 min read · 435 reads
ବନ ଵିଭାଗ ଅଫିସରେ ପହଞ୍ଚି ପାଣ୍ଡବ ବାବୁ ଗୋଟାଏ କାଗଜ ବଢ଼ାଇଦେଲେ ସାରଙ୍କ ହାତକୁ । ତାକୁ ପଢି ବାବୁଙ୍କ ଅକଲ ଗୁଡୁମ । ସାଙ୍ଗେସାଙ୍ଗେ ଫୋନ୍ ଲଗାଇଲେ ଉପର ହାକିମଙ୍କୁ। ସବୁ ଶୁଣି ବଡ଼ ହାକିମ କହିଲେ, "ଅଯଥାରେ କଥା ବଢାନା । ସହଜରେ ସରକାର ଏବେ ହରଡ଼ଘଣାରେ । ତା ଉପରେ ପୁଣି ଏ ଓକିଲମାନେ ନାକରେ ଦମ୍ କରିରଖିଛନ୍ତି ।
Others
କଥା କାଦମ୍ବରୀଭାଗ ୬୧
Kulamani Sarangi · 5 min read · 218 reads
ମର୍କଟ କହିଲେ.. ମୁଁ ବହୁତ ବୁଢା ମାଙ୍କଡଟିଏ।ନିଜେ ଘୁଞ୍ଚିବାକୁ ଅସମର୍ଥ। ତୁମେ ମୋତେ ଡେଇଁ କରି ...
Classics
Loading…
Next page →