English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ବାଦାମବାଲା
10 storys
ବାଦାମ ବାଲାର କାହାଣି
Susant Purohit · 7 min read · 7.3K reads
ତେବେ ଫେରିଲା ବେଳେ ଟଙ୍କ ବାଦାମ ବାଲା ଆଉ ଆସିଲାନି । ଦେହ ବୋଧେ ଖରାପ ଥିବ ।
Children
ଶୀତର ସେଇ ଶେଷ ରାତି
srutakirti Tripathy · 3 min read · 5.4K reads
ଜୀବନ ଥିବା ଯାଏଁ ସେ ଘଟଣା ଟି ପାଇଁ କାଳିନ୍ଦୀ ନିଜକୁ କ୍ଷମା ଦେଇ ପାରିନି l ଆତ୍ମଗ୍ଲାନି ରେ ଆଈ ଘରକୁ ଯିବା ମଧ୍ୟ ତା ପକ୍ଷେ ଆଉ ସମ୍ଭବ ହୋଇ ପାରିନି
Tragedy
ଏଇତ ଜୀବନ
Prasanjit Sahoo · 1 min read · 413 reads
ନଡିଆ ଫାଉଡା ଛପର କୁଡିଆ ତଳେ ଛୋଟ ଚୁଲାଟିଏ ଧରି ବାଦାମ ଭାଜୁଥାଏ ।
Tragedy
ବାପା
Parameswar Ojha · 3 min read · 403 reads
ଘରେ ବାହାରେ ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟାୟ କରୁନଥିବା ଚୌଧୁରୀ ବାବୁ ଝିଅର ପ୍ରେମ ଆଉ ନିଜ ସମ୍ମାନକୁ ଗୋଟିଏ ଛୋଟ କାଠ ବାକ୍ସ ଭିତରେ ବନ୍ଦି କରିଦେଲେ ।
Inspirational
ପ୍ରଭୁ ନାମର ପ୍ରଭାବ
Sri Akhand · 1 min read · 283 reads
ସାଧୁଙ୍କ ମନ ଦୁଃଖ ହେଲା । ପଚାରିଲେ, ମୋ ପ୍ରବଚନ ଶୁଣଛ, ମହାପ୍ରଭୁ ଜଗନ୍ନାଥଙ୍କ କଥା ଶୁଣିବାକୁ ଆସୁଛ, ତାଙ୍କ ନାମ ଓ ଗୀତ ଗାଉଛ, ଏତେ ସବୁ ସତ୍ୱେ ତୁମ ଉପରେ ଏହାର କିଛି ପ୍ରଭାବ ପଡିଲାନି ? ବ୍ୟକ୍ତିଟି କହିଲା - ତାହାର ୪୦୦ ଟଙ୍କାଟା ଆପଣଙ୍କୁ ଜଣାପଡୁଛି । ମୋର ଏହି ସାର୍ଟର ଦାମ ୨୦୦୦ ଟଙ୍କା । ତା ପାଇଁ ଆପଣଙ୍କ ମନରେ ଦୁଃଖ ନାହିଁ । ସାଧୁ କହିଲେ, ତାର ସେଟା ଦିନଯାକର ଆୟ । ତୁମ ପାଇଁ ସାର୍ଟ କିଣିବା ଏତେ ବଡ କଥା ନୁହେଁ । କିନ୍ତୁ ତାର ୪୦୦ ଟଙ୍କା ଯୋଗୁଁ ତା ଘରେ ଆଜି ରାତିରେ ଚୁଲି ନ ଜଳିପାରେ । ପୁଣି ଏଇଥିପାଇଁ କହୁଛି, ମହାପ୍ରଭୁଙ୍କ ନାମ ଓ ପ୍ରବଚନ ଶୁଣି ତୁମ ଉପରେ କି ପ୍ରଭାବ ପଡିଲା । ମୋ ପାଖକୁ ଆସି ଲାଭ କଣ? ବ୍ୟକ୍ତିଟି କହିଲା - ବାବା, ଆପଣ ଜାଣିଛନ୍ତି ମୁଁ କିଭଳି ବ୍ୟକ୍ତି । ମୋ ମୁଣ୍ଡରେ ୨୧ଟି ମର୍ଡର କେସ୍ ସହିତ ସମୁଦାୟ ୪୦ରୁ ଅଧିକ କେସ୍ ଚାଲିଛି । ସବୁବେଳେ ମୋ ପାଖରେ ଦୁଇଟି ବନ୍ଧୁକ ରହିଥାଏ । କଥା କଥାକେ ଗୁଳି ଚାଲେ । ଆଜିର ଘଟଣା ତ ଆପଣଙ୍କ ଆର୍ଶିବାଦ ଓ ପ୍ରଭୁ ନାମଙ୍କ ପ୍ରଭାବ । ଯଦି ଆପଣଙ୍କ ପ୍ରବଚନ ଶୁଣି ନଥାନ୍ତି, ପ୍ରଭୁଙ୍କ ନାମ ନେଉ ନଥାନ୍ତି । ତାହାଲେ ମୋ ହାତରେ ସେ ରିକ୍ସାବାଲାର ମର୍ଡର ହୋଇଥାନ୍ତା ଆଜି । ଏହା କେବଳ ପ୍ରଭୁ ନାମର ପ୍ରଭାବ ଯେ ମୁଁ ତାଠୁ କେବଳ ଟଙ୍କା ଆଣି ଛାଡିଦେଲି ।
Children Stories
କାଳୀ
Jyotiranjan Sahu · 3 min read · 353 reads
ଏହା ଭିତରେ ଜଣେ ବନ୍ଧୁ ମୋତେ କହିଲେ"ଜାଣିଛୁ ତୁ ଡାକ୍ତରଖାନା ଗଲାପରେ ସେଇ କାଳୀ କାହାରିକୁ ସେ ରାସ୍ତାରେ ଆଉ ଯିବାକୁ ଦେଲାନାହିଁ । ରାତି ତ ଦୂରର କଥା ଦିନରେ ମଧ୍ୟ ସେ ରାସ୍ତାରେ ଯିବା ଅସମ୍ଭବ ହୋଇପଡିଲା ।
Tragedy
Loading…
Next page →