Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
#ବା
5 storys
ବା’ ବା’ ରେ ବାବା
ବା’ ବା’ ରେ ବାବା
Rajesh Kumar Jain · 2 min read · 1.4K reads
ବାବାମାନେ ଯୁଗେଯୁଗେ ସମାଜର ଆଇନା । ଏବେ ବି ଅଛନ୍ତି । ତଫାତ୍ ଏତିକି - ଆଗେ ଗେରୁଆ ଥିଲା କରୁଣା, ପ୍ରେମ, ପ୍ରେରଣାର ଉତ୍ସ । ଏବେ କରୁଣାର ପ୍ରେରଣାକୁ ପ୍ରେମ କରି ଖାଉଛନ୍ତି ଲାତ । ଆଲୋକରୁ ଅନ୍ଧାର ହେଉଛି ନିର୍ଗତ । (not a story)
Comedy
ମୋ ଜେଜୀମା
Satyabati Swain · 5 min read · 529 reads
ବା ଗେଲ ବସରର କିନ୍ତୁ ଖରାପ ପିଲା ନୁହନ୍ତି। ସାନ ଭଉଣୀଟି ବାହା ହେବାକୁ ବି ଅଛି।ରାସ୍ତା କଡ଼ିଆ ପାଞ୍ଚ ଗୁଣ୍ଠ ଜମି ବିକି ଭଉଣୀକୁ ବାହା ଦେଲେ।ନିଜେ ବାହା ହେଲେ ବି।ମା ଏଇ କଥା ନିଇତି ଲାଭି,ବାବୁ ଓ ଲାଭି ବୋଉ ନିମିକୁ ଶୁଣାନ୍ତି।ମୁଁ ଏତେ କଥା କିଛି ନ ବୁଝିଲେ ବି ଏତିକି ବୁଝେ ମୋ ମା ମୋ ବା କୁ ଭାଆରି ଭଲପାଏ।କାନ୍ଦି ପକେଇ କୁହେ କେତେ ଗେହ୍ଲା କରିଥିଲି କି ଖରା ତରା, ବର୍ଷାରେ ମାଟି ସଙ୍ଗେ ମାଟି ହେଉଛି ତା ପୁଅ।ବିଲରୁ ଆସୁ ଆସୁ ମା ମୁହଁ ଦେହ ପୋଛି ଦେବ।ଆରେ ବିନୁ ଆସିଲାଣି ତାକୁ ଖାଇବାକୁ ଦିଅ ହାଲ୍ଲା ପକେଇବ।
Others
ପ୍ରତିଶ୍ରୁତି
Tikeshwar Sahu · 3 min read · 181 reads
ସକାଳର କଅଁଳ ଖରା ଯାଇ ତାତିବାରେ ଲାଗିଲା । ସହରର ସବିଅପା ଯେ କି କିନ୍ନର ବଡ଼ଅପାଙ୍କୁ ଫୋନ କଲା । ସବିଅପା ସହ ଆଉ ପ୍ରାୟ ଦଶ କି କୋଡ଼ିଏ ଜଣ କିନ୍ନର ଆସିଗଲେ ।
Classics
ଗିପଟ୍
Satyabati Swain · 6 min read · 195 reads
ଗିପଟ୍
Tragedy
ସେ ବନ୍ଚିଛି!
Amruta Mohanty · 2 min read · 13.4K reads
Don't just read, feel it.
Abstract