Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ମଦୁଆ
12 storys
ବାଘୁଣୀର ପ୍ରତିଶୋଧ
sushama Parija · 5 min read · 7.4K reads
ଜରୁଆ ଛୁଆଟାକୁ ଘରେ ଛାଡି ଦେଇ ଯାଇଛି ବୋଲି ତରତର ହୋଇ ନିଜର ଚାଳିଆ ଘର ଆଡକୁ ପାଦ ବଢାଇଲା ସରଳା । ବାପ ଟା ତ ମଦୁଆ ।
Tragedy
ପଲ୍ଲବୀର ନିର୍ଣ୍ଣୟ
sushama Parija · 10 min read · 7.7K reads
ଦାଣ୍ଡରେ ମୁଣ୍ଡ ଟେକି ଚାଲି ପାରିବେ ତ ? ତୁ ତ ପାଠ ପଢୁଆ ଝିଅ ଆମର , ଯାହା କରିବୁ ବୁଝି ବିଚାରି କରିବୁ। ତୁ ଆମ କଥା ରେ ରାଜି ହୋଇଯାଆ।
Inspirational
ମଦୁଆ
Kamal Kumar Dash · 2 min read · 481 reads
ରାମୁ ସମସ୍ତଙ୍କ ଗୋଡ଼ ଧରି ଥାନାରେ କ୍ଷମା ମାଗିଲା | ଘରେ ମଦ ପିଇ ଆଉ ଝଗଡା କରିବ ନାହିଁ ବୋଲି କହିଲା |
Others
ଅବିସ୍ମରଣୀୟ ସ୍ମୃତି
ପ୍ରଶାନ୍ତ କୁମାର ବେହେରା · 17 min read · 478 reads
ସେ ସ୍ଥାନୀୟ ଲୋକମାନଙ୍କଠାରୁ ବୁଝିଲି ଯେ , ସେ ମଦ୍ୟପମାନଙ୍କ ଘର ସେ ସ୍ଥାନରୁ ୧୦ କିଲୋମିଟର ଭିତରେ ଏବଂ ସେହିବାଟ ଦେଇ ଆମକୁ ଫେରିବାକୁ ହେବ l ପିଲାମାନେ ଏସବୁ କଥା କ୍ଲିନର ଠାରୁ ଶୁଣି ସେଇ ଜଙ୍ଗଲ ଭିତରୁ ଗଛର ମଜବୁତ୍ ଡାଳ ସବୁ ଭାଙ୍ଗି ବସ୍ ର ସିଟ୍ ତଳେ ଲୁଚାଇ ରଖୁଥାନ୍ତି l ତା' ମାନେ ପିଲାମାନେ ସେଇ ମଦୁଆ ଓ ତାଙ୍କ ଦ୍ୱାରା ଡକାହକା ହୋଇ ଆସିଥିବା ଗାଁଆଁ ବାଲାଙ୍କ ସହିତ ଯୁଦ୍ଧ କରିବାକୁ ମାନସିକ ସ୍ତରରେ ପୁରା ପ୍ରସ୍ତୁତ ହୋଇ ସାରିଥାନ୍ତି l ମିୁଁ କିନ୍ତୁ ପିଲାମାନଙ୍କୁ ଏମିତି ରିସ୍କ୍ ନେଇ ସେଇ ଗାଁଆଁରେ ଲଢେଇ କରିବାକୁ ଆଦୌ ଉଚିତ୍ ମନେ କରୁନଥିଲି l ସେଦିନ ସାଙ୍ଗରେ କେହି ଛାତ୍ରୀ ନଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଥାଏ l ଯଦି ସେଦିନ ମୋ ସାଙ୍ଗରେ କିଛି ଛାତ୍ରୀଥାନ୍ତେ , ମୁଁ କେବେହେଲେ ଆଗ ମଦ୍ୟପଟିକୁ ହାତ ଉଠାଇ ମାଡ ମାରିବାକୁ ସାହସ କରିପାରି ନଥାନ୍ତି l ସମସ୍ତେ ଛାତ୍ର ହୋଇଥିବାରୁ ମନ ଟାଣକରି ଯାହା ହେବ ଦେଖାଯିବ ବୋଲି ସ୍ଥିର କରି ନେଇଥିଲି l ତଥାପି ପିଲାମାନଙ୍କୁ ଧରି ସୁରୁଖୁରୁରେ କିପରି ଜଗତସିଂହପୁର ଫେରିବି ଏଥିପାଇଁ ମନରେ ଚିନ୍ତା ଘାରୁଥାଏ l ସବୁ ପିଲା ଖାଇସାରି ସଲିଡ୍ ମୋଟା ମୋଟା ବାଡି ଆଣି ବସ୍ ରେ ରଖୁଥାନ୍ତି l ତାଙ୍କ ଭିତରେ ଖୁବ୍ ଆତ୍ମବିଶ୍ୱାସ ଥାଏ ଯେ ଆମେ ତ କିଛି ଭୁଲ୍ କରିନୁ , ସେଇ ମଦୁଆ ମାନେ ବରଂ ଭୁଲ୍ କରିଛନ୍ତି, ତେଣୁ କାହାକୁ ଡରିବୁ କାହିଁକି ? ସେ ମଦୁଆଙ୍କ ପାଇଁ ଯିଏ ବି ସାମ୍ନାକୁ ଆସିବ ପିଟି ଦେଇଯିବୁ l ମୁଁ ଓ ଗୌରାଙ୍ଗ ସେ ଯାଇ ଖାଇ ନଥାଉ l ମୁଣ୍ତରେ ଚିନ୍ତା ଥାଏ କେମିତି ଭଲରେ ଭଲରେ ପିଲାଙ୍କୁ ଧରି ଫେରିବି l ହଠାତ୍ ମୁଣ୍ତରେ ଗୋଟେ ବୁଦ୍ଧି ଆସିଲା l ଯେହେତୁ ଆମେ ସରକାରଙ୍କ ନିୟମ ମୁତାବକ ଥାନା ପରମିଶନ୍ ନେଇ ଆସିଛୁ ତେଣୁ ଜଗତସିଂହପୁର ଥାନାକୁ କହିଲେ ସେମାନେ ନିଶ୍ଚୟ ଏଇ ଖଣ୍ତାଧାର ପାଖା ପାଖି ଥିବା ଥାନାକୁ ଖବର ଦେବେ l ପୋଲିସ୍ ଅସିଲେ ଏଇଠୁ ପିଲାଙ୍କୁ ନେଇ ବାହାରିବା ନିହାତି ଠିକ୍ ହେବ l ସେଇ ମୁତାବକ୍ ମୁଁ ମୋବାଇଲ୍ ରୁ ଜଗତସିଂହପୁର ଥନାକୁ ଫୋନ କରି ସାହାର୍ଯ୍ୟ ମାଗିଲି l ସେମାନେ କହିଲେ ଆମେ ସେଠିକା ଥାନା ଟେଲିଫୋନ ନମ୍ୱର ଯୋଗାଡକରି ଖବର ଦେଉଛୁ l କିନ୍ତୁ ପାଖା ପାଖି ୨୦ ମିନିଟ ବିତିଯିବା ପରେ ମଧ୍ୟ କୌଣସି ପୁଲିସ୍ ଙ୍କ ଦେଖା ନମିଳିବାରୁ ପୁଣି ବୁଦ୍ଧି ଖଟାଇ ଆମ କଲେଜ ପରିଚାଳନା ସମିତିର ସଭାପତି ତଥା ସେତେବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀଥିବା ବିଷ୍ଣୁ ଦାସଙ୍କୁ ମୋବାଇଲ୍ ରେ ଘଟିଥିବା ସମସ୍ତ କଥା କହି ସାହାର୍ଯ୍ୟ ମାଗିଲି l
Others
ବିପଦରେ ସାହାସ
Kiran Mishra · 3 min read · 331 reads
କ୍ୟାବିନ ତଳେ ବର୍ଷାର ଛିଟିକା ଏତେ ପଡ଼ୁଥିଲା ଯେ ଶ୍ଵେତା ଅଧା ଓଦା ହୋଇଗଲାଣି। ବାଧ୍ୟ ହୋଇ ଶ୍ଵେତା ପାଖ ରେ ଥିବା ଗୋଟିଏ ଝୁମ୍ପୁଡି ହୋଟେଲ ଭିତରକୁ ପସିଗଲା। ହୋଟେଲରେ ଦଶ ବାର ଜଣ ଖାଉଥିଲେ।ସେମାନଙ୍କୁ ଦେଖି ମନରେ ତା'ର କିଛି ଦମ୍ଭ ଭାବ ଆସୁଥିଲା। ବର୍ଷାର ବେଗ କିନ୍ତୁ କମୁ ନଥିଲା ।ଲାଗୁଥିଲା ସତେ ଯେମିତି ବାଦଲ ଫଟା ବର୍ଷା ହେଉଛି।
Others
ପେସେଣ୍ଟ ମେଡିସିନ
Satyanarayan Sahoo · 3 min read · 111 reads
ପେସେଣ୍ଟ ମେଡିସିନ
Abstract
Loading…
Next page →