Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ମାଳିନୀ
4 storys
ଜହ୍ନମାମୁଁ -38
ଓଡ଼ିଆ ଗଳ୍ପ ଓ କବିତା - ୧ · 3 min read · 7.6K reads
ଏହି ଖବର ଶୁଣିବା ମାତ୍ରେ ମାଳିନୀ କବଚ ଓ ଶିରସ୍ତ୍ରାଣ ପିନ୍ଧି, ଘୋଡାରେ ବସି ଶହେ ସୈନ୍ୟ ଧରି ଧର୍ମପୁରକୁ ଗଲେ । ସାଙ୍ଗରେ ସେ ତାଙ୍କ ଖଡ୍ଗ, ଗଦା...
Children
ନଷ୍ଟ ଚରିତ୍ରା
Satyabati Swain · 7 min read · 208 reads
ମାଳିନୀ ନାଁରେ ଏମିତି କେତେ ଆଜେ ବାଜେ କଥା ଶୁଣି ମୋତେ ଭଲ ଲାଗୁନଥିଲା । ଭଲ ଲାଗୁ ନଥିଲା ଏଇଥିପାଇଁ ଯେ ମୁଁ ଯେତିକି ଜାଣିଥିଲି ମାଳିନୀ ସେମିତି ପିଲା ନ ଥିଲା । ଏଣୁ ମୋ ମନ ସ୍ୱୀକୃତି ଦେଉ ନଥିଲା ଲୋକେ ଯାହା କହୁଛନ୍ତି ସତ ବୋଲି । ଏଣୁ ଭାରି ଖୋଜୁଥିଲି ମନେ ମନେ ତାକୁ । ଦୈବାତ ସାବିତ୍ରୀ ଓଷା ଦିନ ମନ୍ଦିରରେ ତା ସହିତ ମୋର ଦେଖା ହୋଇଗଲା । କହିଥିଲି ରବିବାରିଆ କେତେବେଳେ ମୋତେ ଦେଖା କରିବାକୁ । ସତକୁ ସତ ଆଜି ରବିବାର ସକାଳୁ ସକାଳୁ ମାଳିନୀ ଆସି ହାଜର । ମୁଁ ପିଲାମାନଙ୍କ ସଫା କରୁଥାଏ । ସେ ଆସି ମୋ ହାତରୁ ଛଡେଇ ନେଲା ଲୁଗା ପଟା । ଆପଣ ଯାଆନ୍ତୁ ମୁଁ କାଚି ଦେଉଛି କହି । ଆରେ ନା ନା ତୁ ବଅ ମୁଁ କହିଲି । ସେ ନଛୋଡ ବନ୍ଦା । ଜୋର ଜବରଦସ୍ତ ନେଇ ଲୁଗା କାଚିଲା ଓ ଧୋଇ ଧାଇ ଛାତରେ ଶୁଖାଇ ଦେଲା । ମୁଁ ତାକୁ ଚା ଓ ପରଟା ଦିଟା ଖାଇବାକୁ ଦେଲି । କହିଲି ଆଜି ତୁ ଆମ ଘରେ ଖାଇକି ଯିବୁ । ନାହିଁ ନାହିଁ କରୁଥିଲା । କହିଲା କାହିଁକି ଆସିବାକୁ କହିଥିଲେ ଦିଦି? ମୁଁ କହିଲି ଏମିତି ଅନେକ ଦିନ ତୋତେ ଦେଖି ନଥିଲି ତ । ତା ଛଡା ରୋଷେଇ ବାସ ସାରେ ଖାଇବା ସରିଲେ କଥା ହେବା । କଣ ଭାବିଲା କେଜାଣି ଗୁମ ହୋଇଗଲା କ୍ଷଣେ । ମୁଁ ରୋଷେଇରେ ବ୍ୟସ୍ତ ରହିଲି । ସେ କି ବସିବା ଲୋକ ! ସେତିକି ସମୟରେ ଘର ସମସ୍ତ ଜିନିଷ ଛାଡି ଝୁଡ଼ି ଦେଲା । ଛାତ ଅଳନ୍ଧୁ ସଫା କଲା । ଚଟାଣ ପୋଛି ଦେଲା ବି । ମୁଁ କହିଲି ବସିବାକୁ ତୋତେ ଭଲ ଲାଗୁନିକି ? ଆସିଲା ପରଠୁ ତୋ ହାତ ତ ଥୟ ହେଉନି ।
Tragedy
ଜହ୍ନମାମୁଁ -୩୯
ଓଡ଼ିଆ ଗଳ୍ପ ଓ କବିତା - ୧ · 3 min read · 7.4K reads
ତା’ପରେ ରାଜା ଦୁର୍ଜୟ ଆଦର ଓ ସ୍ନେହ ସହିତ ବହୁତ ଉପହାର ଦେଇ ସେମାନଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇଦେଲେ ।
Classics
ମାଳିନୀ
Satyabati Swain · 4 min read · 362 reads
ଏତେ ବେଳେ ମାଳିନୀ ମୋତେ ଦେଖିପାରିଲା।ଲାଜ ଆଉ ଦୁଃଖରେ ତର ତର ହାତ ଦିଟା ତାର ଧୀର ହୋଇଗଲା। ଆଖିରେ ଲୁହ ଟଳମଳ। କେଇଁ ଟୋପା ଲୁହ ତା ସଜଡ଼ା ଦୀପ ଉପରେ ବି ଖସି ପଡ଼ିଲା। ସେ ଭାରି କଣ୍ଠରେ କହିଲା "ଏତକ ଦୁଃଖ ମୋତେ ତୁମ କିଶନ୍ ଦେଇ ଯାଇଛି ଦିଦି"। ମୋ ହାତରେ ଦୀପଟିଏ ଓ ଭୋଗ ଦେଇ କହିଲା କିଶନ୍ ନାଁ ରେ ଭୋଗ କରିଦେବାକୁ ନନାଙ୍କୁ କୁହନ୍ତୁ ଦିଦି।
Others