Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ସହରୀ
13 storys
ଠକାମିର ଫଳ
Prasanna Kumar Madala · 3 min read · 14.1K reads
ଗାଈ ଚରା କେମିତି ଲାଗିଲା ? ଗାଉଁଲି କହିଲା ଭାରି ସୁଧାର ଗାଈଟେ , ନିଜେ ନିଜେ ଚରୁଥିଲା , ମୁଁ ଗଛ ମୂଳରେ ଶୋଇ ପଡିଥିଲି।
Others
ଏ କୁରୁମି
Nayak Akshaya raazhasti · 2 min read · 225 reads
ସରଳିଆ ଧନୁ ବି ପହିଲି କଥାରେ ହଁ ମାରି ଦେଲା । ନିଇତି ଭାଟିରୁ ପେଟେ ମଦ ପିଇ ଦିଏ ଓ ରାତିରେ ଘରକୁ ଫେରେ ଆଉ ତାରି ମା ମହୁଲ ଫୁଲ ତୋଳି ସେଇ ଭାଟିରେ ଦେଉଥାଏ ।
Tragedy
ସ୍ମୃତି
Dharitri Das · 2 min read · 241 reads
ପାଠ ପଢା ବୟସରେ ପିଲା ଯଦି ପାଠ ପଢ଼ା ଛାଡ଼ି ପାର୍କ ଯିବେ , ପ୍ରେମ କରିବେ ତେବେ ପାଠ ତ ନିଶ୍ଚିତ ଚୁଲିକୁ ଯିବ ହିଁ ଯିବ।
Tragedy
ଅଦେଖା ଲୁହ
Er.Sasanka Sekhar Panda · 11 min read · 578 reads
ବାଃ..ବାଃରେ ଶ୍ୟାମ ବାଃ, ତୁ ମୋତେ ଆଉ କଣ ଦେବୁରେ, ମୁଁ ଆଜି ଯେଉଁ ଉପହାର ପାଇଲି ତାକୁ ନେଇ ସାରା ଜୀବନ...
Tragedy
କରୋନା ଆସିଛି
Kamal Kumar Dash · 1 min read · 2.7K reads
ଘରେ ଥିବା ଡାଲି ଚାଉଳ ପାଞ୍ଚ ଛ ଦିନରେ ସରିଯିବ | ଗାଁରୁ କ ତା ସାଙ୍ଗ ଫୋନ କରି କହିଲା ଗାଁରେ କଣ୍ଟ୍ରୋଲରେ ଡାଲି ଚାଉଳ ମିଳୁଛି , ଗାଁକୁ ପଳାଇ ଆସ | ଦିନୁ ଭାବିଲା ଗାଁକୁ ପଳାଇବ, ହେଲେ 150 କିମି ଯିବ କେମିତି |
Tragedy
ଗାଈର ସହର ବୁଲା
KRUTIBAS NAYAK · 6 min read · 162 reads
ତମେ କହିଲ, ଗାଈ-ଗୋରୁମାନଙ୍କର ଗୋଡ଼ ଖୁରାକୁ ଭଗବାନ ତିଆରି କରିଛନ୍ତି- ବିଲବାଡ଼ିରେ, ପାଣି କାଦୁଆରେ କେମିତି ଭଲରେ ଚାଲିବେ । ବଣ-ଜଙ୍ଗଲ ଭିତରେ ପଶି ଆରାମରେ ବୁଲିପାରିବେ ।
Children
Loading…
Next page →