English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ହେଡମାଷ୍ଟର
6 storys
ସେ ବି ଜଣେ ମଣିଷ
Er Subhransu Kumar Behera · 3 min read · 246 reads
ଆମ ପାଇଁ ସ୍ଵପ୍ନ ଦେଖୁଥିବା ସେ ମଣିଷ ଜଣକ ନିଜର ସ୍ଵପ୍ନ ଭୁଲି ଯାଇ ନାହାନ୍ତି ତ !
Abstract
ବିଶ୍ୱାସ
Bismita Sahoo · 5 min read · 651 reads
ମୁଁ ଚୋର କି ବଦମାସ ନୁହେଁ ବାବୁ। ଏଇ ପାଖ ବସ୍ ଷ୍ଟାଣ୍ଡ ରେ ବାଦାମ ବିକେ। ଏଇ ଦି ତିନି ଦିନ ହେଲା ବେପାରଟା ଟିକେ ମାନ୍ଦା ପଡ଼ିଛି। ମୋର ଗୋଟିଏ ବଡ଼ ଭଉଣୀ ଅଛି।ତା ନାଁ ରିତା। ସେ ଜଣେ ବାବୁ ଘରେ ବାସନ ମାଜେ। ମା, ବା ଦିଜଣ ଯାକ କେବେଠୁ ମରିଗଲେଣି। ଆମେ ଭାଇ ଭଉଣୀ , ଦିହେଁ ଦିହିଁକି ସାହା।
Tragedy
ସ୍ଵୀକୃତି
Rashmita Panigrahi · 3 min read · 150 reads
ମୋତେ ଜ୍ୱର ହେଇଚି, ଆଉ ମୋ ନାତି ମୋ ସହ ସବୁବେଳେ ଖେଳେ । ତେଣୁ ବୋହୂମା କହିଲେ ମୋ ସହ ଖେଳିଲେ ନାତିଟାକୁ ବି ଜ୍ୱର ହେଇଯିବ ।
Tragedy
ଅପେକ୍ଷା ପୁଣିଥରେ
Jyotiranjan Sahu · 7 min read · 527 reads
ବିବଶତାର ଅନ୍ୟ ନାଁ ବୋଧେ ନାରୀ । ନିଜର ତନ ମନ ଯୌବନ କୌଣସି ଥିରେ ତାର ଅଧିକାର ନାହିଁ । ସବୁଥିରେ କେହି ନା କେହି ତାଉପରେ ନିଜର ଅଧିକାର ସାବ୍ୟସ୍ତ କରିଛି । ଇଏ ପରା ନାରୀ ନାସ୍ତି ଅରି ଯସ୍ୟା ସା । ନା ଇଏ ପୁରୁଷଙ୍କ ପରି କଠୋର ହୋଇପାରେ ନା ଜଣେ ପିତା ପରି ଆଦେଶ ଦେଇପାରେ ! ତାସହ ତ ପ୍ରତିଟି ସ୍ତରରେ ଛଳନା କରାହୁଏ ।
Tragedy
ମାଷ୍ଟର ରାଜୁ ଓରଫ ହିରୋ ରାଜା
ABADHOOT PANDA · 6 min read · 215 reads
" ପିଲାବେଳୁ ମାଆଙ୍କ ଠାରୁ ଭୂତ ଗପ ଶୁଣି ଶୁଣି ଭୂତ ଦେଖିବାକୁ ଭାରି ଇଚ୍ଛା ହେଲା l ତେଣୁ ଘରେ ନକହି ପଳାଇଆସିଥିଲି l "
Children Stories
ଅନାହୂତ ବିବର୍ତ୍ତନ
Santosh Kumar Misra · 9 min read · 16 reads
ତାଙ୍କ ପ୍ରତୀକ୍ଷାର ପାହଡ ଯେମିତି କିଛି ଏକ ଶକ୍ତ ଧକାରେ ଭାଙ୍ଗି ରୁଜି ଚୁରମାର ହେଇ ଯାଇଛି।
Others