Romance · Top ranked
ଓଡ଼ିଆ · storys
- ଫଲ୍ଗୁSoumya Shubhadarshinee · 5 min read · 1.8K readsଅଂଶୁମାନ ଟିକେ ରହସ୍ୟ କରି କହିଲା, " ଯେବେ ତୋତେ ନେଇଯିବାର ଥିଲା ସେବେ ତ ନେଇନି ଆଉ ଆଜି କ'ଣ ନେବି। ଏବେ ତ' ବହୁତ ଡେରି ହେଇଗଲାଣି"।Romance
- ସେଇ ଗୋଟିଏ ମୁହୂର୍ତ୍ତSIPRA NAMTA · 6 min read · 1.5K reads"ଆରେ ନା ,ଏଥିରେ ଖରାପ ଭାବିବାର କଣ ଅଛି ?ପରସ୍ପର କୁ ଜାଣିବା ପାଇଁ ତ ଆମେ ଏଠି ଏକତ୍ର ଅଛୁ ।" ଉତ୍ତର ଆସିଲା।Romance
- *ଚରିତ୍ର*Soumya Shubhadarshinee · 6 min read · 30.1K readsସେ ସେଇ ରଙ୍ଗର ଅଦୃଶ୍ୟ ଇନ୍ଦ୍ରଜାଲ ଭିତରେ ଛଟପଟ ହେଉଛି ବିଗତ କିଛି ଦିନ ଧରି। ହଁ ନାନୀର ଶ୍ୟାମଳ ରଙ୍ଗ ତା' ଲାଗି ଆଜି ଗୋଟେ ଅବ୍ୟକ୍ତ ଯନ୍ତ୍ରଣା !Romance
- ଉପହାରBismita Sahoo · 7 min read · 1.3K readsଏହା କହି ତା ପାଦରୁ ଜୋତା କାଢ଼ି ଖୁବ ଜୋରରେ ରଞ୍ଜନର ମୁହଁକୁ ଫିଙ୍ଗି ଦେଇ ନିଜ ନବନିର୍ବାଚିତ ପ୍ରେମିକ ହାତ ଧରି ଚାଲିଗଲା।Romance
- ଭାଗ୍ୟ: ଜୁଆର ଓ ଭଟ୍ଟାPadmalaya Mishra · 4 min read · 1.3K readsସୀମା ନିର୍ଦ୍ଧାରଣ କରି ନେଇଥିଲା ସୀମା ନିଜ ପାଇଁ। ସତଚେଷ୍ଟା ସତ୍ତ୍ୱେ ସାଗର ସେ ସୀମା ଟପି ପାରିଲାନି। ଅବସୋସକୁ ହୃଦୟରେ ଚାପି ଚାହିଁ ରହିଲେ ଆକାଶକRomance
- ବେବିଡଲ୍ ଓ ଜାନ୍Satyabati Swain · 6 min read · 1.3K readsମା କହୁଥିଲା ବିଚିତ୍ର ଘଟଣା ଘଟେ ଏଇ ରାଜଧାନୀ ରାତିରେ।ହୁସିଆର ହୋଇ ଚଳିବାକୁ ପରାମର୍ଶ ବି ଦେଇଛି।Romance
- ବୈଶାଖୀ ରାତିର ନିରୀହ ଶାବକBibhu Samanta · 5 min read · 1.5K readsଆଉ ବାହାରେ, ଅସ୍ତାଚଳରେ ସୂର୍ଯ୍ୟ ର ରକ୍ତିମ କିରଣ। କୃଷ୍ନଚୁଡା ର ପାଖୁଡା ପରି, ବିଚ୍ଛୁଡି ହେଇ ପଡିଛି ଚାରିଆଡ଼େ,ଠିକ ତାଙ୍କ ମଥାର ସିନ୍ଦୁର ପରି।Romance
- ପ୍ରେମ ଚିଠିPrasant Kumar Nath · 4 min read · 17K readsରାହୁଲର ପାଦତଳୁ ମାଟି ଖସି ପଡ଼ିଲା । ଆଉ ତାର ଆଖିରୁ ବୋହିଗଲା କେଇବୁନ୍ଦା ଲୁହ । ଆଉ ତାର ପ୍ରେମଚିଠି ସେମିତି ସବୁଦିନ ପାଇଁ ବନ୍ଦ .......Romance
- ହେମଲତାଙ୍କ ଚପଲLopamudra Mishra · 13 min read · 1.5K readsଜୀବନ ସରିଯାଏ, ମଣିଷ ନିଜ ପାଇଁ ଜୀଇ ପାରେନାହିଁ l କ୍ଷୁଦ୍ର ତୁମ ଜୀବନଟି ଶେଷ ହୋଇଯିବା ପୂର୍ବରୁ ବଞ୍ଚିଦେଖ ଥରେ l ପ୍ରେମ ପାଇଁ ବୟସ ଲୋଡ଼ା ନାହିଁ lRomance
- ଅନାବିଳ ପ୍ରେମAmarendra Chaudhuri Ojha · 13 min read · 1K readsବଢ଼ୁଥିଲା ରାତ୍ରିର ନିର୍ଜନାତା। ସେହି ନିର୍ଜନ ରାତ୍ରିର ନିସ୍ତବ୍ଧତା ଭିତରେ ଏଇ ଦୁଇ ପ୍ରେମପକ୍ଷୀ ଏକାକାର ହୋଇ ଯାଉଥିଲେ ଦୁହିଁଙ୍କ ଭିତରେ।Romance
- ଆଉ ଗୋଟେ ପୃଥିବୀକୁ ଯିବାJagannath Sahoo · 2 min read · 1.9K readsଆମେ ଯିବା କୋଉଠିକି, ଜାତି ଜାତି ରେ ବିଭେଦ, ତୁମକୁ ମୁଁ ବାହା ହୋଇନାହିଁ ଏକାଠି ରହିବାକୁ ସମାଜ ସ୍ୱୀକୃତି ଦେବନାହିଁ,Romance
- ସ୍ମୃତିପ୍ରଜ୍ଞାBibhu Samanta · 10 min read · 1.3K readsଜଣଙ୍କ ହୃଦୟରେ ଆଉ ଜଣେ ଥାଏ। ଦିନ, ମାସ ତାରିଖ ଏମିତି ବଦଳୁଥାଏ। କିନ୍ତୁ ବଦଳେନି ପ୍ରୀତିର ରଙ୍ଗ।Romance
- ସନ୍ଧିପତ୍ରSoumya Shubhadarshinee · 7 min read · 808 readsସବୁବେଳେ ଆମକୁ ଏମିତିହିଁ ଲାଗେ ନିଜ ଅକ୍ତିଆରରେ ଅଛି ସବୁକିଛି , ହାତ ପାଆନ୍ତାର ପ୍ରଜାପତି ପରି ।Romance
- କାଳିଝିଅ ଓ ଫେରିବାଲାSachidananda Kar · 2 min read · 1.1K readsସାମ୍ପୋ,ସାବୁନ୍,ସ୍ନୋ,ପାଉଡର୍,ବିନ୍ଦି,ଅଳତା ରଖିବ !Romance
- ପାଷାଣୀ ମୂର୍ତ୍ତିMonalisa Priyadarsini Nanda · 4 min read · 1.2K readsଏହି ପାଷାଣୀ ମୂର୍ତ୍ତି କୁ ତା'ର ରାଜା କଣ ସତରେ ରାମ ସାଜି ଅହଲ୍ୟା ପରି ଅଭିଶାପ ରୁ ମୁକ୍ତି କରି ତାର ଶରୀରରେ ପ୍ରାଣ ସଂଚାର କରିବ....Romance
- ଗୋଲାପୀ ଜ୍ୟାକେଟ୍Lopamudra Mishra · 12 min read · 956 reads"ଆଚ୍ଛା ! କେତେଟା ପୁଅଙ୍କୁ ଜାଣିଛ କହିଲ ?", କହୁ କହୁ କୁହୁଡ଼ି ର କୁହୁଡ଼ିଆ ଖୋଲା କେଶ ଭିତରେ ରାକେଶ୍ ନିଜ ମୁହଁ କୁ ଲୁଚେଇଦେଲା lRomance
- ଭିନ୍ନ ଏକ ପ୍ରେମ ୠତୁSIPRA NAMTA · 8 min read · 28.2K readsସେ ଆଶ୍ଚର୍ଯ୍ୟ ରେ କିଛି କ୍ଷଣ ଚାହିଁଲା ,----ମୁଁ କିନ୍ତୁ ଏବେ ଆସିଲି ତ ..ଟ୍ରାଫିକ ଜାମ ଯୋଗୁଁ ଅନେକ ବିଳମ୍ବ ହେଲା ।ଆପଣ ଏ କଣ କହୁଛନ୍ତି ?Romance
- ସିମ୍ପାଞ୍ଜିT.Durga Prasad Rao · 14 min read · 1.3K reads“ଆନ୍ନେୟା, ତୁ କଣ କରିବୁ ମୁଁ ଜାଣିନି, ମୋର କିନ୍ତୁ ଏମିତି ଗୋଟିଏ ଭାଉଜ ଦରକାର।”Romance
- ସେଇ ଝିଅଟିKisho Raj · 7 min read · 1.1K readsମୁଁ ପଛ ସିଟ୍ ରେ ବସି ପଡ଼ିଲି। ସେ drive କଲା। ସ୍କୁଟିରେ, ଫୁଲେଇ ସହ ମୋର ପ୍ରଥମ short drive।Romance
- ରଙ୍ଗ ନମ୍ବରNandita Mohanty · 9 min read · 1.2K readsଏ ସବୁ କି ଥଟ୍ଟା ସମିତା । ଏମିତି କଣ କେହି କାହା ସଙ୍ଗେ ମଜାକ କରେ ? ତୁମେ ତ ମୋତେ ପୂରାପୂରି ଡରେଇ ଦେଇ ଥିଲ ।Romance
Loading…