Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Thriller · Top ranked
ଓଡ଼ିଆ · storys
Trending
By rank
ଗୋଟେ ରାତିର କଥା
Bichitra Biswal · 1 min read · 2.5K reads
ଆମେ ଦୁଇଜଣ ପାଖାପାଖି ଶୋଇଥିଲୁ। ବିଲେଇ ଛୁଆ ଭଳି ସେ ଜାକିଜୁକି ହୋଇ ଶୋଇଥିଲା ମୋ ପାଖରେ।
Thriller
ଡାକବଙ୍ଗଳା
Arabinda Rath · 12 min read · 29.6K reads
ଆଜ୍ଞା କଉ ସୁଦାମ କଥା କହୁଛନ୍ତି। ସେ ମରିବାର ୧୦ ବର୍ଷ ବିତ ଗଲାଣି।
Thriller
ବର୍ଷାତି
Binaya Bhusan Panigrahi · 8 min read · 810 reads
କାଲି ସକାଳେ ମନ୍ଦିର ଗଲେ ଏଇ ଟଙ୍କାରେ ଟିକେ ଭୋଗ ଲଗେଇ ଦେବ
Thriller
ପରୀ
ପରୀ
Minakshi Devi · 16 min read · 28.3K reads
ଗୀତା ମାଉସୀ କିନ୍ତୁ କାହାକୁ ନିନ୍ଦା କି ଅପବାଦ ଶୁଣିବାକୁ ଦେଇ ନ ଥିଲା । ବିପଦ ସମୟରେ ସାହାଯ୍ୟ କରିବାକୁ ଆସି ପରୀଟିଏ ବିପଦ ପରେ କୁଆଡ଼େ ଉଭାନ୍ ହୋଇଗଲା ପରି ସେ ଏ ଦୁନିଆରୁ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଥିଲା । ଜେଜେମା’ ବି ସାଇପଡ଼ିଶାରେ ପ୍ରଚାର କରିଦେଇଥିଲା, “ଗୀତା ଗାଁକୁ ଯାଇଛି, ତା’ ଦଦେଇ ପୁଅ ଭାଇର ବାହାଘର ।”
Thriller
ଉର୍ମିଳା
Rasmi Rekha Tripathy · 27 min read · 3.2K reads
ରାମାୟଣର ଗୋଟିଏ ଅନାଲୋଚିତ ଚରିତ୍ର ଉର୍ମିଳା . ତାଙ୍କର ଭାବନାକୁ ମୁଁ ମୋର ଅନୁଭବରେ ଫୁଟେଇବାକୁ ଚେଷ୍ଟା କରିଛି ମାତ୍ର .
Thriller
ଜରାସନ୍ଧ ବଧ
ଜରାସନ୍ଧ ବଧ
Krupasindhu Mishra · 7 min read · 28.7K reads
ଜରାସନ୍ଧ କଂସର ଶ୍ୱଶୁର ଥିଲା । ଜ୍ୱାଇଁ ହତ୍ୟାର ପ୍ରତିଶୋଧ ନେବା ପାଇଁ ସେ କୃଷ୍ଣ ବଲରାମଙ୍କୁ ଅଷ୍ଟାଦଶ ବାର ଆକ୍ରମଣ କରିଥିଲା । କିନ୍ତୁ ତା'ର ମୃତ୍ୟୁ ଭୀମଙ୍କ ଦ୍ୱାରା ହେବାର ଥିଲା ।
Thriller
ପାଞ୍ଚାଳୀ ପ୍ରସଂଗ
ପାଞ୍ଚାଳୀ ପ୍ରସଂଗ
Krupasindhu Mishra · 6 min read · 29.9K reads
ପାଞ୍ଚାଳୀ ପାଂଚ ପତି ବିବାହ କରିବା ମୂଳରେ ଥିବା ରହସ୍ୟ ଅନେକ ଜାଣନ୍ତି ନାହିଁ । ସେଥିପାଇଁ ଏ ଉପସ୍ଥାପନା ।
Thriller
ଶେଷ ସ୍ଵପ୍ନ
Naresh Kumar Behera · 4 min read · 15.5K reads
ଇଏ ତ ଲଳିତ ବୋଧେ । ‘ଏ ଲଳିତ! ମୁଁ ସାଗରରେ! କ’ଣ ନ ଶୁଣିଲା, ନ ଦେଖିଲା ପରି ଯାଉଛ ସବୁ??? ଏ ପ୍ରୋଶେସନ କାହାର?? ତୁ କିଛି କହୁନୁ କାହିଁକି?’
Thriller
ଧର୍ମସଙ୍କଟ
ଧର୍ମସଙ୍କଟ
Bichitra Biswal · 12 min read · 29.8K reads
ସ୍ତବ୍ଧ ହୋଇଯାଇଥିଲା ଉପମନ୍ୟୁ । କିଛି କ୍ଷଣ ପାଇଁ ଭୂଲି ଯାଇଥିଲା ସେ ନିଜର ଆସନ୍ନ ମୃତ୍ୟୁର ଭୟାବହତାକୁ ।
Thriller
କନକ ଗୋରୀର ବାସ୍ନା
Umakanta Rout · 1 min read · 29.9K reads
କଞ୍ଚା ବୟସରେ ମନକୁ ଆଚ୍ଛନ୍ନ କରୁଥିବା ଏକ ପ୍ରେମ କାହାଣୀ । ପ୍ରେମ ଦେହରେ ନ ଥାଇ କେମିତି ଥାଏ ମନରେ .... ତାର ଏକ ନିଛକ ଉପସ୍ଥାପନା ।
Thriller
ସୁନ୍ଦରତା
Trilochan Sahoo · 1 min read · 14.7K reads
ସୁନ୍ଦରତା କ'ଣ ମୁହଁରେ ଥାଏ ନା ମନରେ ??
Thriller
ମୁଁ ନକ୍ସଲ ଝିଅ
Chinmayee Barik · 3 min read · 14.7K reads
ଦୁଇଚାରି ଜଣ ପୋଲିସ୍ କର୍ମି ତା ଆଡକୁ ଠରାଠରୀ ହୋଇ ହସୁଛନ୍ତି ।କିନ୍ତୁ ସାହାସ ନାହିଁ ତା ଦେହରେ ହାତ ମାରିବାକୁ ।
Thriller
ମଣିଷ
ମଣିଷ
Rashmiranjan Sahoo · 1 min read · 14.6K reads
ମଣିଷର ଭବିଷ୍ୟତ
Thriller
ଏକ ପ୍ରେମ କାହାଣୀ
Pramila Sahoo · 15 min read · 14.7K reads
ଏତିକି କହି ପରୀ ସବୁ ଦିନ ପାଇଁ ମୋ ଠାରୁ ବିଦାୟ ନେଇ ଚାଲିଗଲା । କିନ୍ତୁ ମୋ ହୃଦୟରେ ସେ ଆଜି ଯାଏ ଅଛି ।
Thriller
ବାଣପେଷା
Anil Kumar Parhi · 4 min read · 14.4K reads
ତମକୁ ଛୁଇଁଲେ ଆମଘରେ ବି ଟେକା ପଡିବ। ଏବେ ତମ ସାଙ୍ଗରେ ଖେଳ ବନ୍ଦ।
Thriller
ସେଦିନର ବର୍ଷା ରାତି
Alok Behera · 5 min read · 14.8K reads
କାମ ତ ସରିଲା କିନ୍ତୁ ବାହାରେ ଯେହେତୁ ବର୍ଷା ହେଉଛି କେମିତି ଯିବ ଘରକୁ।
Thriller
ମନ୍ଥରାର ଅଭିମାନ
Prasanna Kumar Madala · 3 min read · 15.3K reads
ସମସ୍ତଙ୍କ ମୁକ୍ତିଦାତା ତୁ । ମୋତେ ମୁକ୍ତି ନ ଦେଇ ଏଯାଏଁ କାହିଁକି ଯନ୍ତ୍ରଣା ଦେଉଛୁ....? ତୁ ସତ କହିଦେ । ଅନ୍ତତଃ ଏ ଶରୀର ଛାଡିବା ପୂର୍ବରୁ ଆଜି ମୋତେ ନିଷ୍କଳଙ୍କ କରି ଦେ, ରାମ ! ମୁଁ ଶାନ୍ତିରେ ନିସ୍ତରିବି ।
Thriller
ଅଚିହ୍ନା ମଣିଷ
Jaya Krishna Meher · 4 min read · 14K reads
ବ୍ୟକ୍ତିଟି ପ୍ରଶାନ୍ତ ଯିବାର ଦେଖି ଅଟକାଇ ପଚାରିଲା " ବାବୁ ତମେ ଆଗକୁ ଯିବକି ମୋତେ ଏଇନେ ଟିକେ ଆଗରେ ଛାଡିଦେବ । "
Thriller
ମହାଭାରତ (୫୪)- 'ଦ୍ରୗପଦୀ ବିବାହ'
ମହାଭାରତ (୫୪)- 'ଦ୍ରୗପଦୀ ବିବାହ'
Krupasindhu Mishra · 1 min read · 14.1K reads
ମଙ୍ଗଳଵାଦ୍ୟରେ ପାଞ୍ଚାଳ ରାଜଧାନୀ ଶବ୍ଦାୟିତ ହେବାରେ ଲାଗିଲା । ଦ୍ରୁପଦ ରାଜନବର ଓ କୁରାଳଶାଳ ମଧ୍ୟରେ ସଂଯୋଗକାରୀ ଛାୟାମଣ୍ଡପ ନିର୍ମିତ ହେଲା ।
Thriller
ମହାଭାରତ (୫୬)
ମହାଭାରତ (୫୬)
Krupasindhu Mishra · 1 min read · 3.4K reads
ହସ୍ତଗ୍ରନ୍ଥି ବନ୍ଧନ ପରେ ବ୍ରାହ୍ମଣଙ୍କ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଦ୍ରୁପଦ ଜଣଜଣ କରି ପାଞ୍ଚଜଣଙ୍କୁ କନ୍ୟା ଅର୍ପଣ କଲେ ।
Thriller
Loading…
Next page →