by Bimala Sankar Dash ✓ · 21 Jul 2021
ତୁଚ୍ଛା ସ୍ୱାଭିମାନକୁ ଧରି ବସିଲେ ମୋ ଘର ଉଜୁଡି ଯାଅନ୍ତା ! ଏମିତିରେ ବି ସେମାନେ କଉ ପର ନୁହନ୍ତି, ତମର ପିଲାଦିନର ସାଙ୍ଗମାନେ । ଏହାଛଡା ତମ ସାଙ୍ଗ ମାନଙ୍କ ଆନ୍ତରିକତାପୂର୍ଣ୍ଣ ସାହାଯ୍ୟକୁ ଏଡେଇ ଦେଇ ପାରିଲିନି ।
Loading comments…
Loading comments…