by Dr.Tanmayee Mohanty ✓ · 8 Jan 2022
ଝରଣାର ମୃତ୍ୟୁ ରହସ୍ୟ କିଛି ଜଣା ପଡ଼ିଲା ନାହିଁ । ସେଦିନ ଠାରୁ ମୋ ନାତୁଣୀଟି ମୁକ ହୋଇ ଗଲା । ବହୁତ ଯାଗାରେ ତାର ଚିକିତ୍ସା କରାଇ ଆମେ ଥକି ପଡିଲୁଣି । କେବଳ ଝରକା ଆଣ୍ଟି ଛଡ଼ା ଆଉ କୌଣସି କଥା ସେ କହିପାରେନା ।
Loading comments…
Loading comments…