by Pramod Kumar Jena ✓ · 12 Jul 2019
ଆଜି ସେଇ ଏଲି ବଡ ହୋଇ ଯାଇଛି l ଆଜି ତା’ର ବାହାଘର l କାନ୍ଦି କାନ୍ଦି ଆଖି ଦୁଇଟା ଫୁଲି ଗଲାଣି ମାନିର l ଲୁହ ପ୍ରତି ଖାତିର ନାହିଁ l ଲୁହ ପୋଛି ପୋଛି ସବୁ କାମ କରି ଚାଲିଛି l ଝିଅ ବାହାଘର l ଟିକେ ଅବ୍ୟବସ୍ଥା ହେଲେ ବର ଯାତ୍ରୀଙ୍କୁ ସମ୍ଭାଳିବା କଷ୍ଟ l
Loading comments…
Loading comments…