StoryMirror - Read, Write, Share & Repeat#lifeafterdeathopensanotherdoor
8 storys
- ହଂସSuniti Devi · 6 min read · 7.6K reads"ଜୁଈ ଜଳୁଥିବ ଶ୍ମଶାନ ଛାତିରେ
ପାଉଁଶ ହୋଇବ ଦେହ ମୋର
ନୂତନ ଦୁଆର ମୁକୁଳା ଥିବ ତ
ହଂସ ଉଡିଯିବ ଛାଡି ଘର।"Fantasy
- ଶୂନ୍ୟ ଘଟDr Suniti Devi · 5 min read · 14.2K readsମୁଁ ଚିତ୍କାର କଲି ।
ବୁବୁ - 'ତୋ ବାପା ମରିଥିଲେ ତା ଶବ କାହିଁ ? ତୁ କ'ଣ ମୃତ୍ୟୁକୁ କଣ୍ଢେଇଖେଳ ଭାବୁଛୁ ।'
ମୁଁ ସେଇ ମୁହୂର୍ତ୍ତରେ ଶ୍ମଶାନ ତ୍ୟାଗ କରୁ କରୁ ସେ ମୋ ହାତକୁ ଭିଡି ଧରିଲା । କହିଲା - ଅଙ୍କଲ ! ବାପା ମରିଛନ୍ତି ହେଲେ ତାଙ୍କ ଶଵ ନାହିଁ।ଶେଷକୁ ତାଙ୍କ ପ୍ୟାଣ୍ଟ ସାର୍ଟ ହିଁ ତାଙ୍କ ଶବ ପାଲଟିଲା । ମାନେ ?Inspirational
- ଅଭିନୟର ଅନେକ ରାତିAmiya Bej · 15 min read · 14.3K reads- ସାମ୍ନାକୁ ଆସି ଲୋଟି ପଡିଲା ସୌମ୍ୟା ।
...
...
ଏସବୁ କୁ କେମିତି ସହ୍ୟ କରୁଥିବ ସେ' କେଯାଣି ?
ପୁଣି ବିନା ହୃଦଘାତ ରେ ..??Abstract
- ଜୋକରTrupti Paikaray · 8 min read · 14.7K reads“ଜୋକର”Drama
- ଜୀବନ ଗୀତା-୨୫୩Geeta Sarangi · 4 min read · 7.6K reads"ଜୀବନ ତ ସଭିଙ୍କର
ପୁଣି ବି ନୁହେଁ କାହାର
ସବୁଠି ଥାଏ ସେ
କୋଉଠି ନଥାଏ
ତାକୁ ଖୋଜିଖୋଜି
କାଳ ବିତୁଥାଏ,
ସୂତା ତ ଅଦୃଶ୍ୟ, ହାର
ଫୁଲର ଯେ ସମାହାର "Abstract
- SHUNYATABinay Das · 1 min read · 7.1K readsଶୂନ୍ୟତା
ବିନୟ୍ ମୋହନ ଦାସ
୩୦.୦୬.୨୦୧୫
ଶୂନ୍ୟତା ମୋହର ଅତି ପରିଚିତ
ଯା’ ସଙ୍ଗେ ମୁଁ କଥା ହୁଏ,
ଲୁଚିଥିବା ଯେତେ ଭାବପ୍ରବଣତା
ତାହା ଆଗେ ଗପି ଦିଏ
ମୁରୁକି ହସେ ସେ’ ଗପ ଶୁଣୁ ଶୁଣୁ
ତଥାପି ସେ’ ଶୁଣୁ ଥାଏ,
ବିରୋଧ କରିନି, ଦୂରେଇ ଯାଇନି
ମୋତେ ବୋଧେ ଭଲ ପାଏ
ଯେତେ ଥିଲେ ସାଙ୍ଗ ଦୂରେଇ ଗଲେଣି
ଦୂର ହୋଇନି ଶୂନ୍ୟତା,
ଯେବେ ବି ଡାକିଛି, ସହସା ଆସିଛି
ମୋ’ ସଙ୍ଗେ ହୋଇଛି କଥା
ବୋଧଜ୍ଞାନ ମୋର ଲୋପ ହୋଇଲେ ବି
ବିରକ୍ତ ହୋଇନି କେବେ,
ପ୍ରୋତ୍ସାହନ ଦିଏ, ବୁଝାଇ ବି କହେ
“ନିଜତ୍ବ ହରାନି କେବେ” !
ଶୁଣିବାକୁ ସିଏ ସର୍ବଦା ପ୍ରସ୍ତୁତ
କହିବାକୁ ଯେବେ ଚାହେଁ,
ଅଦ୍ଭୁତ ତାହାର ଧୀ-ଧୈର୍ଯ୍ୟ ଶକ୍ତି
ବାସ୍ତବରେ ମୋତେ ଭାଏ
ଯଦି ଝୁଣ୍ଟିପଡ଼େ ମୋତେ ଧରି ନେଇ
କୁହଇ ମୋ’ କାନ ପାଖେ,
ଏପରି ଅଧୈର୍ଯ୍ୟ ହୁଅନି ହେ’ ବନ୍ଧୁ
ରହି ଯିବ ସଦା ଦୁଃଖେ
ସମୟର ତାଳେ ସବୁ ବଦଳୁଛି
ତୁମେ କି ନୂଆ ବ୍ୟକ୍ତିତ୍ବ,
ତୁମ ପାଇଁ କିଛି ନୂଆ ଘଟୁନାହିଁ
ହରାଅ କାହିଁ ଅସ୍ଥିତ୍ବ ??Others
Loading…