by CHINMAYEE PRADHAN ✓ · 4 Apr 2022
ତାଙ୍କ ପ୍ରେମର ସାକ୍ଷୀ ସେ ଲଣ୍ଠନଟି ଭଂଗା ହୋଇ ପଡିଥିଲା ଆଉ କାନ୍ଦି କାନ୍ଦି କହୁଥିଲା ଯେ ଏବେ ବିଦାୟ ଦିଅ ବେଳ ଆସିଲା। ଲଣ୍ଠନଟିକୁ ଆଉଁସି ଦେଇ ଆଖିରୁ ଲୁହ ପୋଛି ଘରକୁ ଫେରିଲେ।
Loading comments…
Comments
Loading comments…