by Padmalaya Padhy ✓ · 21 Mar 2022
ସେ ଖାଲି ଭାବୁଥିଲେ ମିଛ କହିବା ମହା ପାପ l ହେଲେ ସେଥିରେ ଯଦି ଜୀବନର ଅଡୁଆ ଗଣ୍ଠିଟି ଫିଟିଯାଇ ସରଳ ରାସ୍ତାଟିଏ ଦିଶି ଯାଏ , ତେବେ ସେଇ ମିଛ ବୋଧହୁଏ ଖରାପ ନୁହେଁ ବରଂ ତାହା ଗୋଟେ ମଲମର କାମ ଦିଏ ଯାହା କ୍ଷତ ଟିକୁ ହୁଏତ ଭଲ କରିଦେଇ ପlରେ l
Loading comments…
Loading comments…