by Samar Ballav Bhoi ✓ · 29 Mar 2021
ମନ ଭାଙ୍ଗିଗଲେ ମଣିଷ ଅନେକ ଦୁର୍ବଳତାରେ ସମୟ ଅତିବାହିତ କରେ। କାହାରି ମନ ଦୁଃଖ ଦେବା ପୂର୍ବରୁ ନିଜକୁ କିଛି ପ୍ରଶ୍ନ କରିବା ଉଚିତ। ସକରାତ୍ମକ ଚିନ୍ତାଧାରାରେ ମଣିଷ ମନକୁ ବୁଝିବା ଦରକାର। ସବୁ ମଣିଷ ପରିସ୍ଥିତିକୁ ସମ୍ମାନ ଦେବା ଉଚିତ।
Loading comments…
Loading comments…