by ଅନିଲ କୁମାର ଲେଙ୍କା ✓ · 24 Oct 2021
ଏଥର ଆଗନ୍ତୁକମାନେ ବୁଝିଗଲେ ଯେ, ଏଭଳି ସମସ୍ୟା ସବୁ ଘରେ, ସବୁ ଗାଆଁରେ ରହିଛି । ସେ ସବୁକୁ ପ୍ରଥମେ ସମାଧାନ ନ କରି ଯିଏ ଅନ୍ୟର ସମସ୍ୟା ସମାଧାନ କରିବାକୁ ମନ ବଳାଏ, ସେଭଳି ଲୋକ ଏଇ ସରପଞ୍ଚଙ୍କ ଭଳି ହାସ୍ୟାସ୍ପଦ ହେବାକୁ ହୁଏ ।
Loading comments…
Comments
Loading comments…