by Pravanjan Dash ✓ · 11 Feb 2022
ହାତଲେଖା ସେ ଚିଠିରେ ଥିବା ଆନୀର ଦୁଇଟୋପା ଲୁହ ଚିହ୍ନ ଉପରେ ନିଜ ଲୁହତକ ଢାଳି ହୋଇ ଯାଉଥିଲା। ପାଖରେ ବସିଥିବା ନିଜ ପ୍ରେମିକାକୁ ଚିହ୍ନି ନପାରିବାର ଦୁଃଖରେ ନିଜକୁ ଘୃଣା ଲାଗୁଥିଲା।
Loading comments…
Comments
Loading comments…