by Bimala Sankar Dash ✓ · 11 Jan 2022
ମଣିଷ ଯେତେ ଉଚ୍ଚ ପଦବୀରେ ରୁହେ ସେ ସେତେ ବ୍ୟସ୍ତ ହୋଇପଡେ । ନିଜ ପାଇଁ ଚିନ୍ତା କରିବାକୁ ବେଳ ପାଏନା । ପାଖରେ କେବଳ ବିଶ୍ୱସ୍ତ ଅଧସ୍ତନ କର୍ମଚାରୀ ଛଡା ନିଜର ବୋଲି କେହି ନଥାନ୍ତି । ଉପର ଠାଉରିଆ ପ୍ରଫେସନାଲ୍ ସମ୍ପର୍କ ସେମାନଙ୍କ ସହ ।
Loading comments…
Comments
Loading comments…