Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଏଇ
59 poems
ରୋକୁ ଏଇ ଭାରଥୋର
ରୋକୁ ଏଇ ଭାରଥୋର
Parshuram Biswal · 1 min read · 6.7K reads
ସବୁ ଜାଣି ଜଗା ଶୋଭା ପାଉନାହିଁ ତୋର ଏଇ ନିରବତା ବାହାଘର ପରେ ଝିଅଘର ମୁଣ୍ଡେ ପଶେ ଭାରଥୋର ଚିନ୍ତା ଗୁମୁରି କାନ୍ଦଇ ଝିଅବାପା କାହିଁ ଏକଥା କହ କି ମିଥ୍ୟା ?
Others
ମୋ ଭଳି ଶ୍ରମିକ ଏଇ ସଂସାରରେ
ମୋ ଭଳି ଶ୍ରମିକ ଏଇ ସଂସାରରେ
Parshuram Biswal · 1 min read · 1.3K reads
ମୋ ଭଳି ଶ୍ରମିକ ଏଇ ସଂସାରରେ କେତେ କେତେ ଚିଜ ଗଢ଼ି ଖୁସି ବାଣ୍ଟୁଚନ୍ତି ଏଇ ସମାଜକୁ, ଅଭାବରେ ଶଢ଼ିଶଢ଼ି ତାଙ୍କ ପାଇଁ ତୋର ବିଚାରଟି ନାହିଁ ଏ ଅଭିଯୋଗ କରୁଚି ।
Others
ଏଇ ପଣି ଗୋଟି ସାରା ରାଇଜରେ
ଏଇ ପଣି ଗୋଟି ସାରା ରାଇଜରେ
Parshuram Biswal · 1 min read · 1.3K reads
ଆମ ସରକାର ପଣି କଥା ଗୋଟି ଜାଣି ବି ଆଜି ଅଜଣା ଲୋକେ ଜାଣିବାକୁ ହେଉଚନ୍ତି ସିଏ ମିଛେ ଖାଲି ବାଟବଣା ସବୁ ଜାଣିଶୁଣି ଶୋଭା ପାଉନାହିଁ ତୋର ଏଇ ନିରବତା ।
Others
ଏଇ ଧନ ଖୋଜି ଅଶାନ୍ତିରେ ଦିନ
ଏଇ ଧନ ଖୋଜି ଅଶାନ୍ତିରେ ଦିନ
Parshuram Biswal · 1 min read · 6.8K reads
ଏ ସଂସାର ଚିର, ନୁହେଁ କେ’ କାହାର ପୁତ୍ର, ଭାର୍ଯ୍ୟା, ବନ୍ଧୁ, ଭାଇ ଏଇ ଧନ ଖୋଜି ଅଶାନ୍ତିରେ ଦିନ ବିତୁଅଛି, ଶାନ୍ତି ନାହିଁ ତୋ ପାଦେ ଗୁହାରି, ଯୋଗୀଟିଏ କରି ବୁଡ଼େଇଦେ’ ମୋ ବେପାର ।
Others
ଏଇ କ୍ରୋଧ ପାଇଁ ବିବେକଶୂନ୍ୟ ମୁଁ
ଏଇ କ୍ରୋଧ ପାଇଁ ବିବେକଶୂନ୍ୟ ମୁଁ
Parshuram Biswal · 1 min read · 1.1K reads
ତୋ ପାଦେ ଗୁହାରି ହେ ଗିରିଧାରୀ ଛଡ଼େଇଦେ’ ରାଗ ରୁଷା କାହାର କି କ୍ଷତି କରିବ ସେ ଅବା, ବୁଡ଼େଇ ଦେଲାଣି ହଂସା ଏଇ କ୍ରୋଧ ପାଇଁ ବିବେକ ଶୂନ୍ୟ ମୁଁ ଉଚ୍ଛନ୍ନ ମୋ ପରିବାର ।
Others
ଏଇ ମୋର ଗାଆଁ
Bauribandhu Lenka · 1 min read · 7.1K reads
ମୃଦୁ ସମୀର ବହଇ ମନ୍ଦେ ବରଷେ ମେଘ ଚପଳ ଛନ୍ଦେ.....
Inspirational
Loading…
Next page →