StoryMirror - Read, Write, Share & Repeat- ଅଲୋଡ଼ା ଜୀବନPrafulla Chandra Mishra · 1 min read · 145 readsଗଲାଦିନ, କଲା କର୍ମ ଅବଶେଷେ ଆତ୍ମ ଚିନ୍ତନ
ଶେଷଦୃଶ୍ୟ ଅଭିନୟେ ଅଭିନିତ ଅନେକ ଦହନ
ଅନେକ ଯାତନା ଯନ୍ତ୍ରଣା ବଂଚିବାଟା ଦୁର୍ବିସହ
ମରିବା ସମାନ ।Others
- ଆହେ ପ୍ରଭୁ, ବିଧାନ କରତାHrushikesh Satpathy · 1 min read · 6.6K readsନଭଶ୍ଚୁମ୍ବୀ ତୁମ ଶ୍ରୀ ମନ୍ଦିର
ଚାଳ ଖଣ୍ଡେ
ମୋ' କପାଳେ କାହିଁ !
ଅଛି ତୁମ ରତ୍ନ ସିଂହାସନ
ମୋ'ପାଇଁକି
ଭୁମି ଶେଯ ନାହିଁOthers
- ପୂଣ୍ୟ ଗୋଦାବରୀଶGAGAN KUMAR DASH · 1 min read · 228 readsଏବେ ତ ଚତୁର୍ଥ ସମ୍ଭ
ମାଳ ମାଳ ଏଠି,
ଆଉ ନାହିଁ ତୁମ ଭଳି
ଚାଲୁଅଛି ବେଠିChildren
- ଦୟାମୟୀ ମାଁ ସମଲେଶ୍ଵରୀKalyani Nanda · 1 min read · 235 readsକୁରୁ କୁଳୁ ନାଦେ ବହିଯାଏ ମହାନଦୀ ପାଣି,
ନଦୀ କୂଳେ ଯେ ତୋ ଆସ୍ଥାନ, ମାଆ ସମଲେଶ୍ଵରୀ,
ସଂସାରେ ବିଖ୍ୟାତ ମାତ ତୋ ମନ୍ଦିର ସମଲେଶ୍ଵରୀ,
ଦୟାମୟୀ ମାତ ତୋ ଦୟା ବଳେ ଭକ୍ତ ଯାଆନ୍ତି ଉଦ୍ଧରି।Others
- ପ୍ରେମର ଭାଷାKalyani Nanda · 1 min read · 252 readsମହକେ ପ୍ରେମର ସୁମନ ହୃଦୟେ ମାତା ଯଶୋଦା,
ପୁତ୍ର କାହ୍ନୁ ପ୍ରେମେ ପାଗଳୀ ହୁଅନ୍ତି ମାତା ଯଶୋଦା,
କୃଷ୍ଣ ପ୍ରେମରେ ମଜ୍ଜି ମୀରା ଭୁଲିଯାଏ ସାରା ଦୁନିଆ,
ସରଳ, ନିଷ୍ପାପ ହୃଦେ ଥାଏ ଯେ ଶିଶୁର ପ୍ରେମ ଭାବନା।Others