Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଦଗ୍ଧ
16 poems
ଯାଇଅଛି ସରି
ବି. ନିରୁପମା · 1 min read · 340 reads
ତୁମେ ଗଲାଦିନୁ ମୁହିଁ ସାରିଛି ତ ମରି , ସବୁ ଆଶା,ଭରସା ମୋ ଯାଇଅଛି ସରି
Tragedy
ଆଧୁନିକ ସାହିତ୍ୟ ସଭା
Apalata Aruk · 1 min read · 187 reads
ଆଧୁନିକ ସାହିତ୍ୟ ସଭା
Comedy
ଦଗ୍ଧ ସକାଳ
Baman Chandra Dixit · 1 min read · 387 reads
ଶ୍ବାସରୁଦ୍ଧ ଏଠି ଜୀବନ ଯେତେକ ମୃତ୍ୟୁ ବି ଖୋଜେ ରାହା ଶୁପ୍ତ ସକାଳ ଜାଗ୍ରତ ଯାମିନୀ ତୃଷାତୁରା ମଳାପହା।। ଲୁଣ୍ଠିତ ଲଜ୍ଜ୍ୟା କୁଣ୍ଠିତ ପୌରୁଷ ଅବଗୁଣ୍ଠନ ର ଆଳେ ରକ୍ତ ରଞ୍ଜିତ ମୁଁ ଯେ ମଧୁଶାଳା ବ୍ୟସନ ବସନ ତଳେ।।
Tragedy
ଦଗ୍ଧ ସକାଳ
Baman Chandra Dixit · 1 min read · 401 reads
ମୁକ୍ତ ଆକାଶ ର ଶୁପ୍ତ ଏ ଶୂନ୍ୟତା ପବନ ର ରାଜ ପାଟ ପ୍ରଶ୍ୱାସ ନିମିତ୍ତ ତଥାପି ଅଳପ ପ୍ରାଣ ବାୟୁ ଛଟପଟ।। ଶ୍ବାସରୁଦ୍ଧ ଏଠି ଜୀବନ ଯେତେକ ମୃତ୍ୟୁ ବି ଖୋଜେ ରାହା ଶୁପ୍ତ ସକାଳ ଜାଗ୍ରତ ଯାମିନୀ ତୃଷାତୁରା ମଳାପହା।।
Tragedy
ମୃଗ ନୟନା
Chinmayee Sahoo · 1 min read · 273 reads
କୋଟି କାମତୃଷ୍ଣା ଜଗାଇ ସହସା, ତନୁ -ମନ କଲା ଦଗ୍ଧ।"
Others
ଅନୁତାପ
Sanatan Das · 1 min read · 10 reads
ନିଦାରୁଣ ଏଇ ତପ୍ତ ଧରଣୀ ମୋ ପାଇଁ ଅସହ୍ୟ ହୁଏ, ଜୀବନ୍ତ ଶବକୁ କାନ୍ଧରେ ଥୋଇ ନିଜେ ନିଜେ ବୋହି ନିଏ | ଅସରନ୍ତି ରାସ୍ତା ଶେଷନାହିଁ ମୋର କେବେ ଚାଲେ କେବେ ଥକେ |
Inspirational
Loading…
Next page →